ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଠାକୁର ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ବନ୍ଧୁଗଣ ଆଜିର ବିଷୟଟି ବହୁତ ସୁନ୍ଦର ବିଷୟ ବସ୍ତୁ ଅଟେ ବିଷୟଟିକୁ ନିଶ୍ଚିତ ଭାବେ ଶେଷ ଯାଏ ଦେଖନ୍ତୁ ଏମିତି କେହିବି ନାହିଁ କି ଯାହାଙ୍କ ଜୀବନରେ ଦୁଃଖ ନାହିଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ନିଶ୍ଚିତ ରହିଥାଏ ଏବଂ ସମସ୍ତେ ଏହା ମଧ୍ୟ ଜାଣନ୍ତି ଯେ ଦୁଃଖ ପରେ ସୁଖ ନିଶ୍ଚୟ ଆସିବ ହେଲେ ସେହି ସୁଖ କେବେ ଆସିବ କାହାକୁ ଜଣା ନଥାଏ ଆଜିର ବିଷୟରେ ଆମେ ସେହି ପ୍ରଶ୍ନର ସମାଧାନ କରିବୁ ତିନୋଟି ଫୋଟ ରହିଅଛି ମହାଦେବଙ୍କ ଫୋଟ ,?ମାତା ପାର୍ବତୀଙ୍କ ଫୋଟ ଏବଂ ପ୍ରଭୁ ହନୁମାନଙ୍କ ଫୋଟ ଆପଣଙ୍କୁ କେଉଁ ଠାକୁର ଅଧିକ ଭଲ ଲାଗନ୍ତି ସେହି ଠାକୁରଙ୍କୁ ବାଛନ୍ତୁ ଏବଂ ତାଙ୍କ ବିଷୟରେ କୁହା ଯାଉଥିବା କଥା ଗୁଡ଼ିକ ଶୁଣନ୍ତୁଁ। ତେବେ ଆପଣ ସଠିକ୍ ଉତ୍ତର ପାଇପାରିବେ ଆପଣ ବାଛନ୍ତୁ ଆପଣଙ୍କ।ମନ ପସନ୍ଦର ଗୋଟିଏ ଠାକୁର ଏବଂ ଆପଣଙ୍କ ମନ୍ କଥା ଆମେ ଆପଣଙ୍କୁ କହିବୁ ।

ଆପଣ ଯଦି ପ୍ରଭୁ ମହାଦେବଙ୍କୁ ବାଛିଛନ୍ତି ଦେଖନ୍ତୁ ସମୟ କହୁଛି ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନ ଭାବନା ଆପଣଙ୍କ ପୂରଣ ହେବ ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ତାହା ଅଚାନକ ସମ୍ପୂର୍ଣ୍ଣ ହେବ ମିତ୍ର ମାନଙ୍କ ପୁରୁଣା ସମ୍ପର୍କ ଯଦି ସେଥିରେ କିଛି ବାଧା ଆସୁଥିଲା ସେଠାରେ ସମ୍ପର୍କର ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଆପଣ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରେ ଆପଣଙ୍କୁ ମୁକ୍ତି ମିଳିବ ଆପଣ ଆଗକୁ ଯେଉଁ କାର୍ଯ୍ୟ କରୁଛନ୍ତି ନିଜ ବିବେକ ଏବଂ ଚିନ୍ତା ଧାରାକୁ ଭଲ ଭାବରେ ଲଗାନ୍ତୁ ।

ଆପଣ ଯଦି ମାତା ପାର୍ବତୀଙ୍କୁ ବାଛିଛନ୍ତି ତାହେଲେ ଆପଣ ଏବେ ନାନା ବ୍ୟସ୍ତରେ ପଡ଼ି ଛଟପଟ ହେଉଛନ୍ତି ନାନା ଉଦବେଗ ଜାତ ହେଉଛି କାର୍ଯ୍ୟରେ ବହିର୍ଭୁତ ଯୋଗ ଆପଣା ଛାଏ ଆସୁଛି ଆପଣାର ଲୋକେ ପର ହୋଇ ଯାଉଛନ୍ତି ଯାହା ପ୍ରତି ଆପଣ ବିଶ୍ୱାସ କରିଥିଲେ ଯାହାକୁ ଆପଣ ଅଧିକ ସାହାଯ୍ୟ କରିଥିଲେ ସିଏ ଏବେ ଆପଣଙ୍କ ପାଖରେ ନାହାଁନ୍ତି ଆପଣ ଯାହାକୁ ଅତି ନିକଟର ବ୍ୟକ୍ତି ଭାବୁଥିଲେ ସିଏ ଆପଣଙ୍କ ଠାରୁ ଦୂରେଇ ଗଲେଣି ଏବେ ଆପଣଙ୍କ ଆର୍ଥିକ ଚିନ୍ତା ସବୁଠୁ ଅଧିକ ଦେଖା ଦେଇଛି ଆପଣଙ୍କ ଏକ ମନ୍ଦ ଦଶା ରହିଥିଲା ଯେଉଁଥି ପାଇଁ ଆପଣ ସର୍ବହରା ହୋଇ ଯାଇଥାନ୍ତେ କିନ୍ତୁ ଈଶ୍ବରଙ୍କ କୃପାରୁ ଆପଣଙ୍କର ସେତେ ଅସୁବିଧା ହୋଇ ନାହିଁ ଆପଣ କିଛି ଭଲ କର୍ମ କରିଛନ୍ତି ଯାହାର ଫଳ ଆପଣଙ୍କୁ ଏବେ ପ୍ରାପ୍ତ ହେବ

ଆପଣ ଯଦି ପ୍ରଭୁ ହନୁମାନ ଜି ଙ୍କୁ ବାଛିଛନ୍ତି ଦେଖନ୍ତୁ ଆପଣଙ୍କ ଏବେ ଦୁସ୍ୱପ୍ନ ଦୂର ହେଲା ଭଳି ଜାଣନ୍ତୁ ଯାହାବି କିଛି ସମସ୍ୟା ଆପଣଙ୍କ ଜୀବନରେ ରହିଥିଲା ଯେଉଁ ବିଷୟକୁ ନେଇ ଆପଣ ଅଧିକ ଚିନ୍ତାରେ ରହିଥିଲେ ଅଧିକ ଦିନ ହେବ କୌଣସି ଏକ କାର୍ଯ୍ୟ ଅଟକି ରହିଥିଲା କେହି ଆପଣଙ୍କ ପଇସା ନେଇ ରଖି ଦେଇଥିଲେ ଦେଉ ନଥିଲେ ତାହା ଆପଣ।ଫେରି ପାଇବେ ଯଦି ଆପଣ କୌଣସି ଜାଗାରୁ ଋଣ କରିଥିଲେ ତାହାର ପରିଶୋଧ କରିବାର ସମୟ ଆସିଯାଇଛି ଆପଣଙ୍କ ପାଇଁ ଭଲ ସମୟ ଆସୁଛି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳତାର ଶୀର୍ଷରେ ଛୁଇଁବେ ଆପଣ ଆଉ ନିରାଶ ହୁଅନ୍ତୁ ନାହିଁ ଆପଣଙ୍କର ଏବେ ଭଲ ସମୟ ଆରମ୍ଭ ହୋଇଯାଇଛି

Leave a Reply

Your email address will not be published. Required fields are marked *