ପିଙ୍କି ପ୍ରଧାନଙ୍କ ପ୍ରକୃତ ପରିବାର ଓ ଜୀବନୀ ବିଷୟରେ ଆପଣମାନେ ଆଗରୁ କେବେ ଜାଣିନଥିବେ ସବୁଠୁ ବେଶୀ ତାଙ୍କ ସ୍ୱାମୀ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନେ ତ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆପଣମାନେ କଣ ପିଙ୍କିଙ୍କ ହ୍ୟାଣ୍ଡସମ ସ୍ୱାମୀଙ୍କୁ କେବେ ଦେଖିଛନ୍ତି କି ଏବଂ ପିଙ୍କି ଙ୍କର ସ୍ୱାମୀଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ପିଙ୍କି ପ୍ରଧାନ | ତେବେ ପିଙ୍କିଙ୍କ ଜବରଦସ୍ତ ଆକ୍ଟିଙ୍ଗ ଆପଣମାନେ ବହୁତ ଫିଲ୍ମରେ ନିଶ୍ଚୟ ଦେଖିଥିବେ ତେବେ ପିଙ୍କି ଦେଖିବାକୁ ଯେମିତି ସୁନ୍ଦର ଏବଂ ସେତିକି ଟ୍ୟାଲେଣ୍ଟେଡ ଅଟନ୍ତି | ତେବେ ପିଙ୍କି ଏକାଧାରରେ ଜଣେ ଆକ୍ଟର ,ମଡେଲର ଏବଂ ସିଙ୍ଗର ମଧ୍ୟ ଅଟନ୍ତି

ଓଡ଼ିଆ ଆଲବମରୁ ନିଜ ଆକ୍ଟିଙ୍ଗ କ୍ୟାରିୟର ପିଙ୍କି ଆରମ୍ଭ କରିଥିଲେ ପରେ ବହୁତ ସାରା ଫିଲ୍ମରେ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରି ପାରିଥିଲେ ପିଙ୍କି ପ୍ରଧାନ |ତେବେ ବନ୍ଧୁଗଣ ପିଙ୍କିଙ୍କ ପରିବାର କହିଲେ ଇଏ ହେଉଛନ୍ତି ତାଙ୍କ ବାପା ଓ ମା ଏବଂ ଇଏ ହେଉଛନ୍ତି

ପିଙ୍କିଙ୍କ ସ୍ୱାମୀ ଯାହାଙ୍କ ପ୍ରକୃତ ନାମ ହେଉଛି ସବ୍ୟସଚୀ ଦାସ ଯାହାକୁ ଆପଣମାନେ ନିଶ୍ଚୟ ଦେଖିବାକୁ ପାଉଥିବେ ତେବେ ପିଙ୍କି ତାଙ୍କ ସ୍ୱାମୀଙ୍କ ସହିତ ଭୁବନେଶ୍ୱର ଠାରେ ରହୁଛନ୍ତି ତେବେ ପିଙ୍କି ପ୍ରଧାନ କିପରି ଲାଗନ୍ତି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *