ଓଡ଼ିଶାର ପାଞ୍ଚୋଟି ଖତରନାୟକ ଭୂତ ଜାଗା ଯାହା ନାଁ ଶୁଣିଲେ ଆଜି ବି ଥରନ୍ତେ ଲୋକମାନେ ,ଯିଏ ଯାଇଛି ସିଏ କେବେ ଫେରନ୍ତି ନାହିଁ

ନମସ୍କାର ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତି ଓଡ଼ିଶାର ଏମୀତୀ ଜାଗା ଆଜି ବି ରହିଛି ଯେଉଁ ଜାଗାକୁ ରାତିରେ ଯିବା ଦୂରର କଥା ଦିନରେ ଯିବା ପାଇଁ ଲୋକମାନେ ଡରନ୍ତି କହାଯାଏ କିଛି ଲୋକ ଏହି ଜାଗାକୁ ସାହସ କରି ଯାଇଥିଲେ କିନ୍ତୁ ଆଉ ଫେରିଥିଲେ ନିଶ୍ଚୟ ଆପଣଙ୍କ ମନରେ ଏହି ଜାଗା ବିଷୟରେ ଜାଣିବାକୁ ଇଛା ହେଉଥିବ ତେଣୁ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସେ ଜାଗାର ନାମ |

ନମ୍ବର 1 ରାଇଜେସ ହଁଣ୍ଟଡ ହାଉସ ଓଡ଼ିଶାର ଭୁବନେଶ୍ୱରରେ ଠାରେ ଥିବା ଏହି ଜାଗାକୁ ଏକ ଭୁତିଆ ଜାଗା ବୋଲ ମନାଯାଏ କୁହାଯାଏ ଯେତେବେଳେ କିଛି ଛାତ୍ର ଛାତ୍ରୀ ଏଠାରେ ରହୁଥିଲେ ଜଣେ ଛାତ୍ର ଆତ୍ମହତ୍ୟା କରି ଦେଇଥିଲା ଆଜିବି ସେହି ଆ-ତ୍ମା ଆଜିବି ଘୁରି ବୁଲୁଥାଏ ଲୋକ ମଧ୍ୟ ସେହି ଆତ୍ମାକୁ ଦେଖିଥାନ୍ତି ବୋଲି କୁହନ୍ତି ସେ ଜାଗାରୁ ଜୋରରେ ଚିଲେଇଲା ଭଳି ଏବଂ କାନ୍ଦିଲା ଭଳି ଶବ୍ଦ ଶୁଭି ଥାଏ ସେ ପାଖରେ ରହୁଥିବା ଲୋକେ ସୂର୍ଯ୍ୟାସ୍ତ ପରେ ସେ ଘରକୁ ଯାଆନ୍ତି ନାହିଁ ।

ନମ୍ବର ୨ ମଙ୍ଗଳା ଯୋଡ଼ି ଗଛ ଓଡ଼ିଶାର ମଙ୍ଗଳା ଯୋଡ଼ି ନାମକ ଗ୍ରାମରେ ଏକ ଏମିତି ଗଛ ଅଛି ସେହି ଗଛରେ ଏକ ଆତ୍ମା ରହୁଛି ଲୋକେ କୁହନ୍ତି ରାତି ତ ଦୂରର କଥା ଦିନରେ ମଧ୍ୟ ସେ ଜାଗାକୁ ଲୋକ ଯିବା ପାଇଁ ଡରନ୍ତି କୁହାଯାଏ ଯେ ସେ ଗଛରେ ଏକ ଆତ୍ମା ଅଛି ଥରେ ଏକ ଲେଡିସ ସେହି ଗଛକୁ ଛୁଇଁ ଥିଲା ତା ଦେହକୁ ସେ ଆତ୍ମା ଆସିଥିଲା କହିଥିଲା ସେ ୨୧ ଜଣକୁ ମାରିବ ବୋଲି ଶୁଣିବାକୁ ମିଳିଥାଏ ରାତିରେ ସେହି ସମୟରେ ସେ ଜାଗାକୁ ଯିଏ ଯାଇଥାଏ ତାର ମୃ-ତ୍ୟୁ ନିଶ୍ଚିତ ।

ନମ୍ବର ୩ ଜତନ ନଗର ପ୍ୟାଲେସ ଢେଙ୍କାନାଳ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାରେ ଥିବା ଜତନ ନଗର ପ୍ୟାଲେଶ ଏକ ଭୂତ ଜାଗା ବୋଲି କୁହାଯାଏ ଅସଲରେ ଏ ହେଉଛି ଢେ଼ଙ୍କାନାଳ ରାଜାଙ୍କ ରାଜ ଉଆସ ରାଜାଙ୍କ ଭାଇ ଶହେ ରୁମ୍ ବାଲା କୋଠା ବନାଇ ଥିଲେ ଲୋକେ କୁହନ୍ତି ଏହି ରାଜମହଲ ବନାଉ ଥିବା ଲୋକଙ୍କୁ ଡାକି ବିନା ଦରମାରେ ଖଟା ଯାଉଥିଲା ଯଦି କିଏ ଦରମା ଏବଂ ଅନ୍ୟ କିଛି ପାଇଁ ଆଗକୁ ଆସୁଥିଲା ତାଙ୍କୁ ମୃ-ତ୍ୟୁ ଦଣ୍ଡ ଦିଆ ଯାଉଥିଲା ସେ ମହାଲ ବନାଇ ଥିବା କାରିଗର କୁ ମାରି ଦେଇଥିଲେ

Leave a Reply

Your email address will not be published. Required fields are marked *