Jio ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଏତିକି ଟଙ୍କାରେ ରିଚାର୍ଜ କରି ପାଇପାରିବେ ମାଗଣା ଡାଟା ଆପଣଙ୍କ ଜିଓ ସିମ ଥିଲେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଜିଓ ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଯଦି ଆପଣଙ୍କ ପାଖରେ ସ୍ମାର୍ଟ ଫୋନ ଅଛି ଆଉ ଆପଣ ଯଦି ସେଥିରେ ଜିଓ ସିମ ପକେଇଛନ୍ତି ତେବେ ଜାଣିରଖନ୍ତୁ ଆପଣଙ୍କୁ ମିଳିବାକୁ ଯାଉଛି ନୂଆ ସୁବିଧା ଖାଲି ନର୍ମାଲି ଜିଓ ସିମ ନୁହେଁ ଆପଣଙ୍କର ଯଦି ଏମିତିକି ଜିଓ ଏୟାର ଫାଇବର ଥିବ ତେବେ ଆପଣ ମଧ୍ୟ ଏସବୁର ଲାଭ ଉଠାଇ ପାରିବେ ଏସବୁର ଏକ ଅଫର ଆସିଛି ବ୍ୟାନେଲ ଦେଖିପାରିବେ | \
ଦେଖନ୍ତୁ ବନ୍ଧୁଗଣ ଏବେ ଏକ ଅଫର ଆସିଛି ଫ୍ୟାନ କୋଡ ଏବେ ଆପଣମାନେ ଭାବିଥିବେ ଏହି ଫ୍ୟାନ କୋଡ କଣ ତେବେ ଫାନ କୋର୍ଡ ହେଉଛି ଏକ ଲାଇବ ଷ୍ଟ୍ରିମିଙ୍ଗ ଆପ୍ଲିକେସନ ସେଥିରେ ହଟଷ୍ଟାର ଭଳି ବହୁତ ସାରା ଆପ୍ଲିକେସନ ଅଛି ସେମିତି ଇଏ ରହିଛି ଫ୍ୟାନ କୋର୍ଡ ଯାହା ଦ୍ୱାରା ସମସ୍ତ ସ୍ପୋର୍ଟ୍ସ ଚ୍ୟାନେଲ ମଧ୍ୟ ଆପଣ ଫ୍ରୀରେ ଦେଖିପାରିବେ |

ଯଦି ଆପଣ ଜିଓ ସିମ ୟୁଜ କରୁଛନ୍ତି ଯଦି ଆପଣ 398 ଟଙ୍କା ,1198 ଟଙ୍କା ଏବଂ 4498 ଟଙ୍କା ଏମିତି ଏକ ନୂଆ ରିଚାର୍ଜ ପ୍ଲାନ ଆସିଛି 3333 ଟଙ୍କା ଯଦି ଆପଣ ଏହି ଚାରୋଟି ପ୍ଲାନ ମଧ୍ୟରୁ କୌଣସି ଗୋଟିଏ ରିଚାର୍ଜ କରୁଛନ୍ତି ତେବେ ଆପଣ ମଧ୍ୟ ଏହି ଫାନ କୋର୍ଡକୁ ଫ୍ରୀରେ ପାଇପାରିବେ

ଯେଉଁ ସବସ୍କ୍ରିପସନ ପ୍ୟାକ ଅଛି ତାହା ଆପଣ ଫ୍ରି ରେ ପାଇପାରିବେ | ଯଦି ଆପଣ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବରରେ ହେଉ ଆପଣ ଯଦି 1199ରୁ ଅଧିକ ରିଚାର୍ଜ କରୁଛନ୍ତି ତାହେଲେ ମଧ୍ୟ ଆପଣ ଫାନ କୋର୍ଡ ପାଇପାରିବେ |

Leave a Reply

Your email address will not be published. Required fields are marked *