ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଯଦି ଆପଣଙ୍କ ଜୀବନରେ ଭଲ ଭାବେ ମାନି ଚଳନ୍ତି ତାହେଲେ ଆପଣ ବହୁତ୍ କମ୍ ସମୟରେ ଧନୀ ହୋଇଯିବେ ।
୧. ନାରୀ ଯଦି ଘରର କଥାକୁ ବା ଭଲ ମନ୍ଦକୁ ବାହାରେ ପ୍ରକାଶ କରେ ତେବେ ସ୍ବାମୀ ଏବଂ ସ୍ତ୍ରୀ ମଧ୍ଯରେ ଅଶାନ୍ତି ବୃଦ୍ଧି ପାଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖା ଦେଇଥାଏ ।
୨. ଯେଉଁ ପନ୍ଥୀ ସ୍ବାମୀଙ୍କୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖୁଲେ ଖୁସି ହୁଏ ତା ପରିବାର ସର୍ବଦା ଅସାନ୍ତିରେ କଟେ, ବୟସର ଶେଷ ସମୟରେ ଶରୀର ରୁ ଦୃଗନ୍ଧ ବାହାରେ ଏବଂ ଯନ୍ତ୍ରଣା ଭୋଗେ କରେ ।
୩. ସୁନା ଜିନିଷ କେବେବି ବାମ ହାତରେ ପିନ୍ଧିବା ଉଚିତ ନୁହେଁ, ଲାଲ କିମ୍ବା ହଳଦିଆ କପଡ଼ାରେ ସୁନା ଜିନିଷ ଗୁଡ଼ାଇ ରଖୁଲେ ଶୁଭ ହୋଇଥାଏ ।
୪. ମହିଳା ମାନଙ୍କୁ ନିଜ ରୋଷେଇ ଘରୁ ହଳଦୀ କେବେ ବି କାହାକୁ ଦେବା ଉଚିତ ନୁହେଁ, ହଳଦୀ କେବେ ବି ରୋଷେଇ ଘରୁ ସରିବା ଉଚିତ ନୁହେଁ, ହଳଦୀ ଅନ୍ୟ କୁ ଦେବା ଦ୍ବାରା ମା ଅର୍ଣ୍ଣପୂର୍ଣ୍ଣା ଘରୁ ଚାଲି ଯାଇଥାନ୍ତି ଓ ଧନର ଅଭାବ ଦେଖା ଦେଇଥାଏ ।
୫. ଯେଉଁ ନାରୀ ଶାଶୁ ଶଶୁରଙ୍କୁ ଅବମାନନା ତଥା ହତାଦର କରିଥାଏ ସେହି ନାରୀର ସ୍ବାମୀ ସକଳ ବିପଦରେ ପଡେ ଏବଂ ସେହି ନାରୀ ସ୍ବାମୀ ସୁଖରୁ ବଞ୍ଚିତ ହୋଇଥାଏ ।
୬. ଘରର ଉତ୍ତର ଦିଗରେ ସବୁଜ ପତ୍ର ଯୁକ୍ତ ଗଛ ଲଗାଇବା ଦ୍ବାରା ଶୁଭ ପ୍ରଦ ହୋଇଥାଏ ଏବଂ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଧନ ସଂପତ୍ତା ବୃଦ୍ଧି ହୋଇଥାଏ ।
୭. ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ ହୋଇଥାଏ ସେହି ମହିଳାମାନେ ବହୁତ ଭୋଜନ ପ୍ରିୟା ହୋଇଥାଆନ୍ତି ।
୮. ଯେଉଁ ମହିଳାଙ୍କ ପେଟ ସର୍ପ ପରି ସଦୃଶ ହୋଇଥାଏ ସେହି ମହିଳାମାନେ ବହୁତ ଭୋଜନ ପ୍ରିୟା ହୋଇଥାଆନ୍ତି ।
୯. ଯେଉଁ ମହିଳାମାନଙ୍କର ଜିଭ ଅତି ବଡ଼ ସେହି ମହିଳାମାନେ ଦୁର୍ଭାଗିନୀ ସ୍ବଭାବ ର ହୋଇଥାନ୍ତି ।
୧୦. ଯେଉଁ ଦମ୍ପତି ରାତିରେ କୁଣ୍ଢା କୁଣ୍ଢି ହୋଇ ସୋଇଥାନ୍ତି ତାଙ୍କ ମଧ୍ୟରେ ପ୍ରେମ ଭଲ ପାଇବା ସବୁବେଳେ ବଢ଼ିବାକୁ ଲାଗିଥାଏ ଆଉ ଏହି ଭଳି ପୁରୁଷଙ୍କ ସ୍ତ୍ରୀ କେବେ ତାଙ୍କୁ ଧୋକା ଦିଅନ୍ତି ନାହିଁ ।