ଜି ସାର୍ଥକରେ ଅଭିନୟ କରୁଥିବା ସୁନ୍ଦରୀ ହିରୋଇନ ମାନଙ୍କ ଡାକ ନାମ ଜାଣିଲେ ଆପଣ ହସି ହସି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ ଆପଣମାନେ ଜି ସାର୍ଥକରେ ପ୍ରସାରିତ ହେଉଥିବା ସିରିଏଲ ଗୁଡ଼ିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ଦମଦାର ଆକ୍ଟିଙ୍ଗ କରୁଥିବା ମୁଖ୍ୟ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଏହି ଅଭିନେତ୍ରୀଙ୍କ ପ୍ରକୃତ ଡାକ ନାମ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ଆପଣ ମାନଙ୍କ ଅତିପ୍ରିୟ ଅଭିନେତ୍ରୀ ମାନିନୀ ଔରଫ ସୃତି ରେଖା ଜେନା ତେବେ ଆପଣମାନେ କଣ ସୃତି ରେଖାଙ୍କ ବହୁତ ସୁନ୍ଦର ଆକ୍ଟିଙ୍ଗ ତୁ ଖରା ମୁଁ ଛାଇ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ମାନିନୀଙ୍କ ପ୍ରକୃତ ଡାକ ନାମ ହେଉଛି ମାମୁନି |

ଦ୍ୱିତୀୟରେ ଆସୁଛନ୍ତି ସୁନା ଝିଅ ସିରିଏଲର ଲିଡ ହିରୋଇନ ପ୍ରିୟା ଆପଣମାନେ ପ୍ରିୟାଙ୍କ ସୁନ୍ଦର ଆକ୍ଟିଙ୍ଗ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ ତେବେ ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତାଙ୍କର ପ୍ରକୃତ ଡାକ ନାମ ହେଉଛି ସାନୁ |

ଏହା ପରେ ତୃତୀୟରେ ନବାଗତ ଅଭିନେତ୍ରୀ ଭକ୍ତି ପଟ୍ଟନାୟକ ଯିଏ କି ମଧୁର ସଂସାର ସିରିଏଲରେ ଲିଡ ହିରୋଇନ ଭୂମିକାରେ ବହୁତ ସୁନ୍ଦର ଆକ୍ଟିଙ୍ଗ କରୁଛନ୍ତି ତେବେ ସୁନ୍ଦରୀ ଅଭିନେତ୍ରୀଙ୍କ ଭକ୍ତିଙ୍କ ପ୍ରକୃତ ଡାକ ନାମ ହେଉଛି ପୁପୁ |

ଏହା ପରେ ଚତୁର୍ଥରେ ଆସୁଛନ୍ତି ଶ୍ରୀ ସିରିଏଲର ମୁଖ୍ୟ ଅଭିନେତ୍ରୀ ଅରୁନ୍ଧତୀ ଦେବୀକା ତେବେ ଆପଣମାନେ ତ ଅରୁନ୍ଧତୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଆକ୍ଟିଙ୍ଗ ବହୁତ ସାରା ସିରିଏଲରେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ଶ୍ରୀ ଙ୍କର ପ୍ରକୃତ ଡାକ ନାମ ହେଉଛି ରାନୀ |

ଏହା ପରେ ପଞ୍ଚମରେ ଆସୁଛନ୍ତି ଧାରା ବା ଅନନ୍ୟା ଦାସ ତେବେ ଅନନ୍ୟାଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ବହୁତ ସୁନ୍ଦର ଅଭିନୟ ତୁ ମୋର ସ୍ଥିର ସିରିଏଲରେ ବର୍ତ୍ତମାନ ନିଶ୍ଚୟ ଦେଖିବାକୁ ପାଉଥିବେ ତେବେ ଅନନ୍ୟାଙ୍କ ଡାକ ନାମ ହେଉଛି ଅନୁ |

Leave a Reply

Your email address will not be published. Required fields are marked *