ଆସୁଛି ବଡ଼ ଘୂର୍ଣ୍ଣିବଳୟ ବଢୁଛି ବାତ୍ୟାର ଭୟ ସତର୍କତା ଜାରି କଲା ପାଣିପାଗ ବିଭାଗ ,ରାଜ୍ୟରେ ହୋଇପାରେ ଭୟଙ୍କର ବର୍ଷା

ଓଡ଼ିଶାକୁ ଆସୁଛି ବହୁତ୍ ବଡ଼ ଘୂର୍ଣି ବଳୟ ବାତ୍ୟାର ରୂପ ନେଲେ ଶହେ ଶହେ ରେ ବହିବା ପବନ ଆଖି ଆଗରେ ଚାଲି ଯିବା ବହୁତ୍ ଗୁଡେ ଜୀବନ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ଖରାରୁ ମୁକ୍ତି ପାଇବା ପାଇଁ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଏବେ ବାତ୍ୟା ଆଶଙ୍କା ସୃଷ୍ଟି ହେଲେଣି ଏବେ ବଡ ଘୂର୍ଣୀ ବଳୟ ସୃଷ୍ଟି ହେବାକୁ ଯାଉଛି ଯାହା ଆଗକୁ ପ୍ରଳୟ ଆଣି ପାରେ ବୋଲି ଆଶଙ୍କା କରା ଯାଉଛି

ଗତ କାଲି ଠାରୁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେଉଥିବା ବେଳେ ଆଗକୁ ଆଉଏକ ବଡ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ ବହୁତ୍ ବଡ଼ ପରିବର୍ତ୍ତନ ଦେଖା ଯିବା ନେଇ ଆଶଙ୍କା କରାଯାଉଛି ଚତୁର୍ପର୍ଶ୍ଵରେ କଳା ହାଣ୍ଡିଆ ବାଦଲ ଛାଇଯିବ ମେ ୨୧ ତାରିଖ ଠାରୁ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହେବ ୨୩ ତାରିଖ ସୁଦ୍ଧା ଏହା ଲଘୁଚାପର ପରିଣତ ହୋଇ

ରାଜ୍ୟ ସାରା ବର୍ଶିବ ଆଉ ଏହା ପରେ ଏହା ଗଭୀର ଅବପାତ ରୂପ ନେବାର ଆସଙ୍କା ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସହିତ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି ସେପଟେ ବଙ୍ଗୋପ ସାଗରରେ ଦାନା ବନ୍ଧୁଥିବା ଏହି ଲଘୁଚାପ ୧୫ ତାରିଖ ସୁଦ୍ଧା ଗଭୀର ଅବପତ ରୁପ ନେବା ସମ୍ଭାବନା ରହିଥିବା ବେଳେ ପାଣିପାଗ ବିଭାଗ ଏହାର ଅନୁମାନ କରୁଛି ।

ବିଶେଷଜ୍ଞଙ୍କ ମତରେ ମେ ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ଟି ସୃଷ୍ଟି ହେବାକୁ ଯାଉଛି ୨୩ ରେ ଲଘୁଚାପର ପରିଣତ ହୋଇ ଗଭିରାବପାତର ରୁପନେବ ତେବେ ତା ପୂର୍ବରୁ ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ ରହିବ କଳବୈଶାଖୀ ଫଳରେ କେତେକ ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

Leave a Reply

Your email address will not be published. Required fields are marked *