Health : ଲବଙ୍ଗ ଖାଇବାର ଚମତ୍କାରି ଫାଇଦା ,ପ୍ରତିଦିନ ଦୁଇଟି ଖାଇକି ଦେଖନ୍ତୁ ବଡ଼ ବଡ଼ ରୋଗ ମୂଳରୁ ଶେଷ ହେବ

ଲବଙ୍ଗକୁ ଆମେ ସାଧାରଣତଃ ଘରେଘରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରିଥାଉ । କିମ୍ବା ଅତିଥି ଘରୁ ଯିବା ସମୟରେ ତାଙ୍କ ହାତରେ ଧରାଇ ଦେଇଥାଉ । ଏହା ସମସ୍ତଙ୍କ ପ୍ରାୟ ଜଣାଥାଏ । କିନ୍ତୁ ଲବଙ୍ଗର ଏପରି କିଛି ଫାଇଦା ଅଛି ଯାହା ଆପଣ କେବେ ବି ଶୁଣିନଥିବେ । ତେବେ ଲବଙ୍ଗର ଅନେକ ଉପକାରିତା ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ ଲବଙ୍ଗ ଖାଇବାର ଉପକାରିତା ଲବଙ୍ଗ ତେଲରେ ଆଂଟିଅକ୍ସିଡେଂଟ, ରୋଗ ପ୍ରତିରୋଧୀ, ଜୀବାଣୁରୋଧୀ, ଆଂଟିଭାଇରାଲ, ଆଂଟିସେପ୍ଟିକ ସହ ଯନ୍ତ୍ରଣା ଆଦି କମାଇବାର ଗୁଣ ଭରପୁର ମାତ୍ରାରେ ଥାଏ ।

ଏହାକୁ ଔଷଧରେ ମଧ୍ୟ ପ୍ରୟୋଗ କରାଯାଏ । ସ୍ୱାସ୍ଥ୍ୟ ପାଇଁ ବିଶେଷ ଉପକାରୀ ଲବଙ୍ଗ । ଜାଣନ୍ତୁ ଏହାର ପାଂଚଟି ଔଷଧୀୟ ଗୁଣ । ଜୀବନଚର୍ଯ୍ୟା ଲବଙ୍ଗକୁ ଆମେ ସାଧାରଣତଃ ଘରେଘରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରିଥାଉ । କିମ୍ବା ଅତିଥି ଘରୁ ଯିବା ସମୟରେ ତାଙ୍କ ହାତରେ ଧରାଇ ଦେଇଥାଉ । ଏହା ସମସ୍ତଙ୍କ ପ୍ରାୟ ଜଣାଥାଏ । କିନ୍ତୁ ଲବଙ୍ଗର ଏପରି କିଛି ଫାଇଦା ଅଛି ଯାହା ଆପଣ କେବେ ବି ଶୁଣିନଥିବେ । ତେବେ ଲବଙ୍ଗର ଅନେକ ଉପକାରିତା ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି କି ?

ତେବେ ଜାଣନ୍ତୁ ଲବଙ୍ଗ ଖାଇବାର ଉପକାରିତା ଲବଙ୍ଗ ତେଲରେ ଆଂଟିଅକ୍ସିଡେଂଟ, ରୋଗ ପ୍ରତିରୋଧୀ, ଜୀବାଣୁରୋଧୀ, ଆଂଟିଭାଇରାଲ, ଆଂଟିସେପ୍ଟିକ ସହ ଯନ୍ତ୍ରଣା ଆଦି କମାଇବାର ଗୁଣ ଭରପୁର ମାତ୍ରାରେ ଥାଏ । ଏହାକୁ ଔଷଧରେ ମଧ୍ୟ ପ୍ରୟୋଗ କରାଯାଏ । ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଲବଙ୍ଗ ଚୋବାନ୍ତୁ । ଏହା ପାଟିରେ ଥିବା ବ୍ୟାକଟେରିଆକୁ ନାଶ କରିଥାଏ ।

କେବଳ ଏହା ନୁହେଁ ଲବଙ୍ଗ ଦାନ୍ତ ଓ ମାଢିକୁ ସୁସ୍ଥ ରଖିବା ସହିତ ସଂକ୍ରମଣ ଓ ଦାନ୍ତ ପୀଡାରୁ ମୁକ୍ତି ମଧ୍ୟ ଦେଇଥାଏ । ଲବଙ୍ଗ ହଜମ ପ୍ରକ୍ରିୟାକୁ ଠିକ କରିଥାଏ । ଏହା ପେଟ ଯନ୍ତ୍ରଣା, ଗ୍ୟାସ, ବାନ୍ତି, ପେଟର ସମସ୍ୟା, ତରଳଝାଡା, ଥଣ୍ଡା, କାଶ ଓ ଗଳାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ । ଯଦି ଆଣ୍ଠୁ ଗଣ୍ଠି ସମସ୍ୟା ଥାଏ ତେବେ ଲବଙ୍ଗ ତେଲକୁ ମାଲିସ କରନ୍ତୁ ।

ଏଥିରେ କ୍ୟାଲସିୟମ, ଓମେଗା ୩ ଏସିଡ ଏବଂ ଆଇରନ ଅଧିକ ମାତ୍ରାରେ ଥାଏ । ଯାହା ଫଳରେ ହାଡ ଏବଂ ଗଣ୍ଠି ସୁସ୍ଥ ରହିଥାଏ । ଏହା ସହ ଲବଙ୍ଗ ଖାଇବା ଦ୍ୱାରା ଚାପ ଦୂର ହୋଇଥାଏ । ଲବଙ୍ଗର ସୁଗନ୍ଧରେ ମନ ଶାନ୍ତ ହୋଇଥାଏ । ଲବଙ୍ଗ ଯୁକ୍ତ ଚା ପିିଇବା ଦ୍ୱାରା ଚାପ ଦୂର ହୋଇଥାଏ । ପାଣିରେ ଲବଙ୍ଗ ତେଲର କିଛି ବୁନ୍ଦା ପକାଇ ଗାଧୋଇବା ଫଳରେ ସତେଜ ଅନୁଭବ ହୋଇଥାଏ ।

Leave a Reply

Your email address will not be published. Required fields are marked *