Vastu : ସ୍ତ୍ରୀ ମାନଙ୍କ ଏହି ଗୋଟିଏ ଭୁଲ ପାଇଁ ସ୍ୱାମୀ ମାନେ ଅସୁବିଧାରେ ପଡ଼ି ଥାଆନ୍ତି ,ଦାରିଦ୍ରତା କେବେବି ଏମାନଙ୍କ ପିଛା ଛାଡ଼ି ନଥାଏ

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ତାହା ଯଦି ଆପଣଙ୍କ ଠାରୁ ହଜିଯାଏ ତେବେ ଏବଂ ଅନ୍ୟ କାହାକୁ ସେହି ଜିନିଷ ମିଳିଯାଏ ତେବେ ତାହା ଦ୍ୱାରା ସ୍ୱାମୀଙ୍କ ଉପରେ କରଜ ଭାର ଲଦି ହୋଇଯାଏ ଏବଂ ଅନେକ ସମସ୍ୟା ମଧ୍ୟ ଆସିଯାଏ | ହିନ୍ଦୁ ଶାସ୍ତ୍ରରେ ଏମିତି ଅନେକ ଧାତୁ ଗୁଡ଼ିକର ବର୍ଣ୍ଣନା କରାଯାଇଛି ଯାହାକି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ |

ତେବେ ଏହା ମଧ୍ୟରୁ ସୁନା ବା ଚାନ୍ଦି ରୂପାକୁ ଅଧିକ ମହତ୍ତ୍ୱ ଦିଆଯାଇଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ମହତ୍ତ୍ୱ ବିଷୟରେ ନୁହେଁ ବରଂ ଏହା ସହିତ ଜଡ଼ିତ ଶୁଭ ଅଶୁଭ ବିଷୟରେ କହିବାକୁ ଯାଉଛୁ | ଶାସ୍ତ୍ର ଅନୁସାରେ ସୁନାର ଗହଣା ହଜି ଯିବା ବା ପାଇବା ଦୁଇଟି ଯାକ ଅଶୁଭ ହୋଇଥାଏ ଏଥିପାଇଁ କୁହା ଯାଇଥାଏ ଯେ ଆପଣଙ୍କୁ ସୁନା କିମ୍ବା ରୂପା ପଡ଼ି ଥିବାର ମିଳେ

ତେବେ ଏହାକୁ ଉଠାଇ ଘରକୁ କେବେବି ଆଣନ୍ତୁ ନାହିଁ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନାକୁ ଗୁରୁ ଗ୍ରହର କାରକ ବୋଲି କୁହା ଯାଇଥାଏ | ତେଣୁ ଏଥିପାଇଁ ସୁନା ଯଦି ହଜିଯାଏ କିମ୍ବା ମିଳିଯାଏ ତେବେ ଏହା ଦ୍ୱାରା ଗୁରୁ ଗ୍ରହର ଅଶୁଭ ପ୍ରଭାବ ସାମ୍ନା କରିବାକୁ ପଡ଼ିଥାଏ ଗୁରୁ ଗ୍ରହ ପ୍ରଭାବରେ ଆମର ଘରକୁ ଧନ ସୁଖ ମିଳିଥାଏ କିନ୍ତୁ ଏହି ଗ୍ରହର କମଜୋର ହେବା ଅନେକ ସମସ୍ୟା ଆଣିଥାଏ |

ଶୁଭ ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳାର କାନର ଗହଣା ବା ଇୟରିଙ୍ଗ ହଜିଯାଏ ତେବେ ଏହାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ | ଏମିତି ହେବା ଦ୍ୱାରା ସେହି ମନୁଷ୍ୟକୁ ଖରାପ ଖବର ଶୁଣିବାକୁ ମିଳିଥାଏ ଏହା ବ୍ୟତୀତ ନାକର ଗହଣା ହଜି ଯିବା ମଧ୍ୟ ଏକ ଅଶୁଭତ୍ବର ଲକ୍ଷଣ ଅଟେ ଏହି କାରଣରୁ ଆପଣଙ୍କୁ ବଦନାମ ଅପମାନର ସାମ୍ନା କରିବାକୁ ପଡ଼ିଥାଏ |

Leave a Reply

Your email address will not be published. Required fields are marked *