Gas ସିଲିଣ୍ଡର ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଜରୁରୀ ଖବର ,ସରକାରଙ୍କ ବଡ଼ ନିଷ୍ପତି ଶୀଘ୍ର କରିଦିଅନ୍ତୁ ଏହି କାମ ନଚେତ ଭରି ପାରିବେ ଗ୍ୟାସ

ନମସ୍କାର ବନ୍ଧୁଗଣ ଏବେ ଏବେ ଗ୍ୟାସ ସିଲିଣ୍ଡରକୁ ନେଇ ଆସିଲା ଏକ ବହୁତ ବଡ଼ ଅପଡେଟ ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆଜିର ଏହି ବିଷୟଟି ନିହାତି ଶେଷ ପର୍ଯ୍ୟନ୍ତ ଆଜିର ବିଷୟଟି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ | ଗତବର୍ଷ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏକ ନୂତନ ଆଦେଶ ଜାରି କରିଛି ଯେଉଁ ମାନଙ୍କର ଗ୍ୟାସ ସିଲିଣ୍ଡର ଅଛି ସେମାନେ ମେ 31 ପର୍ଯ୍ୟନ୍ତ ସମୟ ଦିଆଯାଇଛି ବର୍ତ୍ତମାନ LPG ସବ୍ସିଡି ପାଇବା ପାଇଁ E -KYC ବାଧ୍ୟତାମୂଳକ କରାଯାଇଛି

ଏଥିପାଇଁ ସମସ୍ତ ଗ୍ୟାସ ଗ୍ରାହକକୁ ସେମାନଙ୍କ ଗ୍ୟାସ ଯୋଗାଣ ସହିତ ଜଡ଼ିତ ଏଜେନ୍ସିକୁ ଯାଇ E -KYC କରାଇନେବା ବାଧ୍ୟତାମୂଳକ କରାଯାଇଛି ନଚେତ ଗ୍ୟାସ ସିଲିଣ୍ଡରରେ ମିଳୁଥିବା ସବ୍ସିଡି ଆପଣଙ୍କୁ ମିଳିବ ନାହିଁ | E -KYC ର କାର୍ଯ୍ୟ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟରେ ସକାଳ 10 ରୁ 7 ଟା ପର୍ଯ୍ୟନ୍ତ କରାଯାଉଛି | ମନେରଖନ୍ତୁ ଆପଣ ଯଦି ଗ୍ୟାସ ସବ୍ସିଡି ପାଇବାକୁ ଚାହୁଁଛନ୍ତି ତେବେ 31 ମେ ପୂର୍ବରୁ ଆପଣଙ୍କୁ E -KYC କାର୍ଯ୍ୟ କରାଇ ନେବା ନିହାତି ଆବଶ୍ୟକ

ଏହି ଜାଞ୍ଜ ପାଇଁ ଯେଉଁ ଲୋକଙ୍କ ନାମରେ ଗ୍ୟାସ ସିଲିଣ୍ଡର ରହିଛି ତାହାର ଆଧାର କାର୍ଡ ମଧ୍ୟ ଆବଶ୍ୟକ ରହିଛି | E -KYC କରିବା ପାଇଁ ଗ୍ୟାସ ଏଜେନ୍ସିକୁ ମଧ୍ୟ ମେସିନ ଦିଆଯାଉଛି ଏଥିରେ ଯେଉଁ ବ୍ୟକ୍ତିଙ୍କ ନାମରେ ଗ୍ୟାସ ସଂଯୋଗ ରହିଛି ସେମାନଙ୍କ ଆଙ୍ଗୁଠି ଛାପ ମଧ୍ୟ ଜରୁରୀ କରାଯାଇଛି କେନ୍ଦ୍ର ସରକାର ଜାରି କରିଥିବା ନୂତନ ନିୟମାବଳୀ ଅନୁସାରେ

ଯେଉଁ ମାନେ E -KYC ନକରିବେ ସେମାନଙ୍କ ଗ୍ୟାସ ସବ୍ସିଡି ବନ୍ଦ କରି ଦିଆଯିବ ତେଣୁ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁରନ୍ତ E -KYC ସମ୍ପୂର୍ଣ୍ଣ କରାଇ ଦିଅନ୍ତୁ | କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାଇ ଯେଉଁ ମାନେ ନକଲ ଦଲିଲ ଦେଇ ସିଲିଣ୍ଡର ପାଉଛନ୍ତି ସେମାନଙ୍କ ସିଲିଣ୍ଡର ଅବରୋଧ କରାଯିବ |

କୌଣସି ଅନଲାଇନ ବୁକିଙ୍ଗ ତାଙ୍କ ନାଁରେ କରାଯିବ ନାହିଁ ନୂତନ ନିୟମ ଅନୁଯାଇ ଏହା ସ୍ପଷ୍ଟ ଯେ କୌଣସି ଘରେ ଯଦି ସମ୍ମାନ ନାମ ଥବା ଦୁଇରୁ ଅଧିକ ସିଲିଣ୍ଡର ଥାଏ ତେବେ ଦ୍ୱିତୀୟ ସିଲିଣ୍ଡର ସ୍ୱୟଂ ଚଳିତ ଭାବରେ ଅବରୋଧ କରି ଦିଆଯିବ |

Leave a Reply

Your email address will not be published. Required fields are marked *