ନିଜ ସ୍ତ୍ରୀ ତୃପ୍ତିଙ୍କୁ ଛାଡ଼ି ଏଲିନାଙ୍କ ସହିତ ମସ୍ତି କରୁଛନ୍ତି ଅଭିନେତା ବାବୁଶାନ ମହାନ୍ତି ,ପ୍ରକୃତ ସତ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଏଲିନାଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ଓଡ଼ିଆ ଅଭିନେତା ବାବୁଶାନ ମହାନ୍ତି ଆପଣମାନେ ଜାଣିଥିବେ ଗତ ଦିନ ମାନଙ୍କରେ ବାବୁଶାନଙ୍କ ଚଳଚ୍ଚିତ୍ର ପାୱାରର ସୁଟିଙ୍ଗ ଜୋରସୋର ଚାଲୁଥିଲା ଏହି ଗୀତର ଗୋଟିଏ ଆଇଟମ ସଙ୍ଗରେ ନଜର ଆସିଛନ୍ତି ଏଲିନାଙ୍କ ସହିତ ବାବୁଶାନ ଆଉ ଏହି ଫିଲ୍ମଟି ଆସନ୍ତା ରଜରେ ରିଲିଜ ହେବାକୁ ଯାଉଛି | ଆଉ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଏବେ ସରିବାକୁ ବସିଲାଣି ଆଉ ଏହାରି ମଧ୍ୟରେ ବାବୁଶାନ ମହାନ୍ତି ନିଜ ସ୍ତ୍ରୀ ତୃପ୍ତିଙ୍କୁ ଛାଡ଼ି ଏବେ ଏଲିନାଙ୍କ ସହିତ ନଜର ଆସୁଛନ୍ତି |

ବାବୁଶାନ ଏବଂ ଏଲିନାଙ୍କୁ ଏବେ ସବୁ ଜାଗାରେ ଏକାଠି ଦେଖିବାକୁ ମିଳୁଛି ତାହେଲେ ଆସନ୍ତା ଦିନ ମାନଙ୍କରେ ପାୱାର ରିଲିଜ ହେଉଥିବା କାରଣରୁ ଦୁହେଁ ମିଶି ସିନେମାରେ ପ୍ରମୋସନ କରୁଥିବାର ନଜର ଆସିଛନ୍ତି | ବାବୁଶାନ ଏବଂ ଏଲିନା ପୂର୍ବରୁ ବହୁତ ସାରା ସିନେମାରେ ଏକାଠି ଅଭିନୟ କରିଛନ୍ତି ଯାହାକି ସାରା ଓଡ଼ିଶାରେ ହିଟ ହୋଇଛି

ଆଗାମୀ ଦିନ ମାନଙ୍କରେ ରିଲିଜ ହେବାକୁ ଯାଉଥିବା ପାୱାର ଚଳଚ୍ଚିତ୍ରରେ ମଧ୍ୟ ବାବୁଶାନ ଏଲିନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି | ସିନେମାଟି ଓଡ଼ିଆ ଲାଙ୍ଗୁଏଜ ଛଡ଼ା ହିନ୍ଦୀ ଲାଙ୍ଗୁଏଜରେ ମଧ୍ୟ ରିଲିଜ ହେବ ବୋଲି ସିନେମାର ପ୍ରଡ୍ୟୁସର କହିଛନ୍ତି | ଏହି ସିନେମାଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କାହାଣୀ ଆଉ ସିନେମାଟି କୌଣସି ଫିଲ୍ମରୁ କପି ହୋଇ ନାହିଁ ବୋଲି ବାବୁଶାନ ଏଲିନା ଇଣ୍ଟରଭିୟୁରେ କହିଛନ୍ତି |

ଆଉ ଏହି ସିନେମାଟିକୁ ଓଡ଼ିଶାର ଲୋକମାନେ ପୂର୍ବ ଭଳି ଭଲ ପାଇବା ଦେବେ ବୋଲି ବାବୁଶାନ ଆଶା କରିଛନ୍ତି | ଏହି ସିନେମାରେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଅଭିନୟ କରିଛନ୍ତି ବୋଲି ଶୁଣିବାକୁ ମିଳିଛି |ବାବୁଶାନ ,ଏଲିନା ଏବଂ ଅଶୋକ ପତିଙ୍କ ସହ ତୃପ୍ତି ମଧ୍ୟ ଏହି ସିନେମାରେ ଅଭିନୟ କରିବେ ବୋଲି କୁହାଯାଉଛି

Leave a Reply

Your email address will not be published. Required fields are marked *