ଏବେ ଏବେ ଦଶମ ପରୀକ୍ଷା ଫାଳକୁ ନେଇ ଆସିଲା ବହୁତ ବଡ଼ ଖବର ,ସରକାରଙ୍କ ବଡ଼ ନିଷ୍ପତି ମେ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ଛାତ୍ର ଛାତ୍ରୀଙ୍କ ରେଜଲ୍ଟ

ନମସ୍କାର ବନ୍ଧୁଗଣ ଏବେ ଏବେ ଦଶମ ପରୀକ୍ଷା ଫଳ କୁ ନେଇ ଆସିଲା ବହୁତ ବଡ଼ ଅପଡେଟ ସମସ୍ତେ ଅପେକ୍ଷା କରି ରହିଛନ୍ତି କେବେ ବାହାରିବ ଦଶମ ପରୀକ୍ଷା ରେଜଲ୍ଟ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟ ଟିକୁ ଶେଷ ଯାଏଁ ଦେଖନ୍ତୁ । ସମସ୍ତେ ଅପେକ୍ଷା କରି ବସିଥିଏଲ୍ ଏହି ମେ ମାସ ଦିତୀୟ ସପ୍ତାହ ବେଳକୁ ରେଜଲ୍ଟ ପ୍ରକାଶ ପାଇଯିବ ବୋଲି କିନ୍ତୁ ବିଳମ୍ବ ହେତୁ ମେ ଦ୍ୱିତୀୟ ସପ୍ତାହରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଲା ନାହିଁ

ଏହା ପରିବର୍ତ୍ତେ CBSE ପିଲାଙ୍କ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଲାଣି । ଛାତ୍ର ଛାତ୍ରୀ ମାନେ କ ମେଣ୍ଟ କରୁଛନ୍ତି ଭାଇ କେବେ ବାହାରିବ ଦଶମ ପରୀକ୍ଷା ଫଳାଫଳ ଏପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ କୌଣସି କନଫର୍ମ ଡେଟ ଆସି ନାହିଁ ଯେ ଏହି ଡେଟ ରେ ଦଶମ ପରୀକ୍ଷା ଫଳ ବାହାରିବ ବୋଲି ଲୋକେ କହୁଛନ୍ତି ତୁ ଏପରି ଖବର ବନାଉଚୁ କଣ ପାଇଁ

କିନ୍ତୁ ଭାଇ ବୋର୍ଡ ପକ୍ଷରୁ ଯାହାବି ନୂଆ ଅପଡେଟ ଆସୁଛି ଆମେ ଆପଣଙ୍କୁ ସର୍ବ ପ୍ରଥମେ ଜଣାଉଛୁ ଏହା ଆମେ ମନରୁ କହୁ ନାହୁ ତ ଆଜିର ବିଷୟରେ ଆମେ ଆପଣଙ୍କ ରେଜଲ୍ଟ କୁ ନେଇ ଖବର ଟି ଜଣାଉଛୁ ଦଶମ ପରୀକ୍ଷା ଫାଳକୁ ନେଇ ଯେଉଁ ବଡ଼ ଖବର ସାମ୍ନାକୁ ଆସିଚି

ମେ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ।ମେ ମାସ ଶେଷ ସପ୍ତାହ ରେ ରେଜଲ୍ଟ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ ରଖିଛି । ଲାଗୁଛି ୨୪ ରୁ ୩୦ ଭିତରେ ରେଜଲ୍ଟ ଆସିପାରେ କିନ୍ତୁ କନଫର୍ମ ଡେଟ ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ ।

Leave a Reply

Your email address will not be published. Required fields are marked *