ଭବିଷ୍ୟ ମାଳିକାରେ ଲେଖା ହୋଇଛି ଏହି ସବୁ କଥା ,ଆଗକୁ ଆସୁଛି ଇଲେକ୍ସନ ଘଟିବାକୁ ଯାଉଛି ଏହି ସବୁ ଅଘଟଣ ହୋଇ ଯାଆନ୍ତୁ ସାବଧାନ

ନମସ୍କାର ଦର୍ଶକବନ୍ଧୁ ଆଗକୁ ଇଲେକ୍ସନ ମାଳିକା କଲା ସାବଧାନ ଆଗକୁ ଦେଶରେ ଟଙ୍କା ପଇସା ନଥିବ ମହାପୁରୁଷଙ୍କ ପ୍ରତ୍ୟକଟି ଵାକ୍ୟ ସତ ହେବାକୁ ଲାଗିଲାନି ମାଳିକାର ପ୍ରତ୍ୟକଟି ବାକ୍ୟ ସତ ପର୍ବତ ଶିଖରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ ମହାପୁରୁଷ ମାଳିକାରେ ଲେଖିଛନ୍ତି ଆଗକୁ ଦେଶରେ ଟଙ୍କା ପଇସା ନଥିବ ମହାପୁରୁଷ ଲେଖିଛନ୍ତି ସମସ୍ତ କଣ୍ଟ୍ରୋଲ ହେବ କାଗଯେ କାଗଯେ ପୃଥ୍ୱୀ ଚଳିବ ଦେଶରେ ଟଙ୍କା ପଇସା ନଥିବ ପ୍ରକୃତରେ ମାଳିକାରେ ଯାହା ଲେଖା ହୋଇଥିଲା ତାହା ସତ୍ୟ ହୋଇଛି

ଆଜି କାଲି ଚେକରେ ସାଇନ ମାରିଦେଲେ କାମ ଚଳୁଚି ଆଉ ନୋଟ କାରବାର ଏତେ ହେଉ ନାହିଁ ଏବେ ଆଉ ଟଙ୍କା ପଇସା ଦରକାର ପଡ଼ୁ ନାହିଁ | ସବୁବେଳେ ଫୋନ ପେ ,ଗୁଗଲ ପେ ପବନରେ ପଇସା ଆସୁଛି |600 ବର୍ଷ ପୂର୍ବେ ମହାପୁରୁଷ ମାଳିକାରେ ଲେଖିଥିଲେ ଦେଶରେ ଟଙ୍କା ପଇସାର ଆବଶ୍ୟକ ରହିବ ନାହିଁ ପ୍ରକୃତରେ ଠାର ଗାରର ମାଳିକା ସତ ହେଲା ମହାପୁରୁଷ ଲେଖିଛନ୍ତି ସର୍ବେ ହେବେ ଏକା ସାର ନରଖିବେ

ବିଦ୍ୟା ବିଚାର ଲୋ ଜାଇ ଫୁଲ ଅତି ମିଥ୍ୟା ବାଦୀ ହେବେ ନର କଳିଯୁଗରେ ପଇସା ରୋଜଗାର କରିବା ପାଇଁ ଲୋକମାନେ ମିଛ କଥା କହିବେ ଯଦି ଆମେ ଗୋଟିଏ ମିଛ କଥା କହିବା ମିଛ ଲାଗିଯିବ ପଛକୁ ପଛ ମିଛ କହିବା ଛାଡ଼ନ୍ତୁ ସତ୍ୟରେ ଯେଉଁ ଲୋକ ଥିବ ଅନ୍ତରେ ସେ ବିଷ୍ନୁ ଙ୍କୁ ଲଭିବ | ଯେଉଁ ମାନେ ଅନ୍ୟାୟ କରି ଦେବସ୍ୱ ରାଜସ୍ୱ ଲୁଟି ଖାଇବେ

ଶେଷରେ ମା ଚଣ୍ଡୀଙ୍କ ହାବୁଡ଼ରେ ପଡ଼ିବେ କଳିଯୁଗରେ ସବୁ ଲୋକ ସ୍ୱାର୍ଥବାଦୀ ହୋଇଯିବେ ଆଗକୁ ଆସୁଛି ଇଲେକ୍ସନ ସ୍ୱାର୍ଥ ଉପରେ ଟିକେ ଆଞ୍ଚ ଆସିଲେ ହଣା କଟା ହେବ ଆପଣ ଦେଖୁଥିବେ ସବୁ ଦେଶ ସେବା କଥା କହୁଛନ୍ତି ହେଲେ ଟିକେଟ ନମିଳିଳେ ଦଳ ପରିବର୍ତ୍ତନ କରୁଛନ୍ତି ଆପଣ ଜାଣି ପାରୁଥିବେ ଏହା ଦେଶ ସେବା ନା ସ୍ୱାର୍ଥ ହାସଲ ହେଉଛି

Leave a Reply

Your email address will not be published. Required fields are marked *