ଏହି ନାମ ଜାହାର ସିଏ ବହୁତ୍ ଭାଗ୍ୟବାନ ମହାଦେବଙ୍କ ଅତି ପ୍ରିୟ ହୋଇଥାଆନ୍ତି ଏହି name ର ଲୋକମାନେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ନାମର ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କ କୃପା ଦୃଷ୍ଟି ସର୍ବଦା ପଡ଼ି ରହି ଥାଏ । କହି ରଖୁଛୁ ଯେ ଏହି ନାମର ବ୍ୟକ୍ତି ମାନେ ବହୁତ୍ ବୁଦ୍ଧିମାନ ଓ ଜ୍ଞାନୀ ହୋଇ ଥାଆନ୍ତି ତେଣୁ ଏହି ଲୋକମାନଙ୍କୁ ମହାଦେବଙ୍କ ଅଂଶ ମଧ୍ୟ କୁହା ଯାଇଥାଏ । ଏମାନେ କାର୍ଯ୍ୟକ୍ଷେତ୍ରରେ ସର୍ବଦା ଉନ୍ନତି କରିଥାନ୍ତି ସଫଳତାର ନୂତନ ପର୍ଯ୍ୟାୟ ହାସଲ କରିଥାନ୍ତି

ଏମାନଙ୍କ ଭିତରେ ଗରିବ ମାନଙ୍କ ପାଇ ସର୍ବଦା ଭଲ ପାଇବା ଥାଏ ତେଣୁ ଏମାନଙ୍କ ସବୁ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଯାଏ ଏବଂ ସାମାଜିକ କ୍ଷେତ୍ରରେ ଏମାନଙ୍କୁ ଉଚିତ୍ ସ୍ଥାନ ପ୍ରାପ୍ତ ହୋଇଥାଏ କହି ରଖୁଛୁ ଯେ ଏହି ମାନର ବ୍ୟକ୍ତି ମାନଙ୍କୁ ଭଗବାନ ଶିବଙ୍କର ରୁଦ୍ରାଂଶ ମଧ୍ୟ କୁହା ଯାଇଥାଏ କାରଣ ଏମାନେ ବହୁତ୍ ନିର୍ଭୀକ ଓ ସାହସୀ ହୋଇଥାନ୍ତି |

ଏହି ନାମର ଲୋକମାନେ ନିଜ ଜୀବନରେ କେବେ ହେଲେ ହାରିବା ଶିଖି ନାହାନ୍ତି ଓ ନିରନ୍ତର ସଫଳତାର ପାହାଚ ଚଢ଼ି ଚଢ଼ି ଯାଇଥାନ୍ତି ଏହି ଲୋକମାନଙ୍କୁ ମଧ୍ୟ ବହୁତ୍ କ୍ରୋଧ ଆସିଥାଏ କିନ୍ତୁ ଏହି ଲୋକମାନଙ୍କ ମଧ୍ୟରେ ଅଧିକ ସହନ ଶିଳତା ସେଥି ପାଇଁ ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରନ୍ତି

ଏହି ନାମର ଲୋକମାନଙ୍କୁ ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ । ସର୍ବ ପ୍ରଥମେ ହେଉଛି A ଅକ୍ଷର ତାପରେ R , D ଓ ଶେଷରେ P ଏହି କକ୍ଷର ନାମର ପ୍ରଥମ ଅକ୍ଷର ଥିଲେ ଆପଣ ଜାଣି ପାରିବେ ଯେ ଏହି ବ୍ୟକ୍ତିମାନଙ୍କ ଉପରେ ମହାଦେବଙ୍କ କୃପା ସର୍ବଦା ରହି ଥାଏ ।

Leave a Reply

Your email address will not be published. Required fields are marked *