ଅନୁଭବ ମହାନ୍ତି ଗିରଫକୁ ନେଇ ଆସିଲା ବଡ଼ ଖବର ,ଏହି କାରଣ ପାଇଁ ଜେଲ ଯାଇ ପାରନ୍ତି ଅନୁଭବ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କ ପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ନେଇ ବଡ଼ ପ୍ରଶ୍ନ ସବୁଠି ବର୍ତ୍ତମାନ ସୋସିଆଲ ମେଡିଆ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । କଣ ପ୍ରକୃତରେ ଘଟଣା ହୋଇଛି ଅନୁଭବ ମହାନ୍ତି ଙ୍କୁ NBW ଜାରି କରାଯାଇଛି NBW ଜାରି ହେବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି ଜଣ ଜେଲ ଯିବେ ଅନୁଭବ ମହାନ୍ତି

ବର୍ତ୍ତମାନର କଣ ସବୁ ଅପଡେଟ ରହିଛି ଥାନାରେ ପହଞ୍ଚିବା ପରେ କଣ ରହିଛି ବଡ଼ ଅପଡେଟ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଦୀର୍ଘ ଚାରି ବର୍ଷ ପରେ ଘଟଣାର ନୂଆ ମୋଡ଼ ଦେଖିବାକୁ ମିଳିଛି ପୂର୍ବରୁ କୋର୍ଟ ରୁ ଯେବେ ଶୁଣାଣି ଆସିଥିଲା ଅନୁଭବ ଙ୍କୁ କୋର୍ଟ ରେ ହାଜର ହେବାକୁ ପଡ଼ିବ ହେଲେ ଅନୁଭବ ଦୁଇ ଦୁଇ ଥର ହାଜର ହେବାକୁ ପଡ଼ିଥିଲା

ପରେ ସେ ହୋଇନଥିଲେ ବର୍ତ୍ତମାନ ଅନୁଭବ ମହାନ୍ତି ଙ୍କ ନାରେ NBW ଜାରି ହୋଇଛି ଯାହାକି ଏକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯେଉଁ NBW ମାନେ ରହିଛି ଅନୁଭବ ଙ୍କୁ ନନ ଭେଲଏବଲୁ ୱାରେଣ୍ଟି ଜାରି କରାଯାଇଛି । ଯେଉଁଥିରେ ଅନୁଭବ କୁ ବେଲ ମିଳିପାରିବ ନାହିଁ

ତେବେ କଣ ହେବ ଆଗାମୀ ୨୩ ତାରିଖ ଭିତରେ ଅନୁଭବ କଣ କରିବେ ଅନୁଭବ ଙ୍କୁ ଗିରଫ କରିବାକୁ ଆସିଛି ଆଦେଶ ଆଗାମୀ ସମୟରେ ଏହି ଘଟଣାର ମୋଡ଼ କେଉଁ ଆଡ଼କୁ ଯିବ ତାହା ଜଣା ପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *