ନିଜ ଝିଅଙ୍କ ସହ ବହୁତ ଦିନ ପରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ସାକ୍ଷାତ କଲେ ରଚନା ବାନାର୍ଜୀ ,ପ୍ରକୃତ ସତ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଅଭିନେତା ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଆପଣ ମାନଙ୍କ ପ୍ରିୟ ଯୋଡ଼ି ସିଦ୍ଧାନ୍ତ ଏବଂ ରଚନା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ହେଲେ କୌଣସି କାରଣ ପାଇଁ ସିଦ୍ଧାନ୍ତ ଏବଂ ରଚନା ୨୦୦୪ ମସିହା ପରଠାରୁ ଅଲଗା ହୋଇ ଯାଇଥିଲେ । ହେଲେ ଏବେ କାହିଁକି ଏକାଠି ନଜର ଆସିଲେ ସିଦ୍ଧାନ୍ତ ଏବଂ ରଚନା ପ୍ରକୃତରେ କଣ ରହିଛି ଏହା ପଛରେ ଅସଲ କାରଣ ହଟାତ କେଉଁ କାରଣ ପାଇଁ ଝିଅ ସହ ଏକାଠି ହେଲେ ସିଦ୍ଧାନ୍ତ ମହାପାତ୍ର

ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ଦେଖିବାକୁ କିପରି କଣ ରହିଛି ପ୍ରକୃତ କାରଣ ସବୁ କିଛି ଅପଡେଟ ଆଜିର ବିଷୟରେ ଆପଣ ମାନେ ଜାଣିବାକୁ ପାଇ ଯିବେ । ଦର୍ଶକ ବନ୍ଧୁ ଆପଣ ମାନେ ତ ଲବେ ଦଶକରୁ ସିଦ୍ଧାନ୍ତ ଏବଂ ରଚନା ଙ୍କ ଯୋଡ଼ି ଙ୍କୁ ବେଶ୍ ପସନ୍ଦ କରୁଥିବେ ତେବେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପରେ ରଚନା ବାନାର୍ଜୀ ଏବେ ବେଙ୍ଗଲି ଇଣ୍ଡଷ୍ଟ୍ରି ରେ କାମ କରୁଥିବାର ନଜର ଆସିଛନ୍ତି ଏବଂ ତା ପରଠାରୁ କେବେବି ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ନଜର ଆସି ନାହାଁନ୍ତି ।

ଏହି ସବୁ ସ୍ଥଳେ ସିଦ୍ଧାନ୍ତ ୨୦୦୪ ମସିହାରେ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ହେଉଛନ୍ତି ସିଦ୍ଧାନ୍ତ । ଦୀର୍ଘ ୨୦ ବର୍ଷ ପରେ ସିଦ୍ଧାନ୍ତ ଏବଂ ରଚନା ଙ୍କୁ ଗୋଟିଏ ଫିଲ୍ମରେ ତଥା ଏକ ପରଦାରେ ନଜର ଆସିବାକୁ ଦର୍ଶକ ମାନେ ବେଶ୍ ଚାହିଁ ରହିଛନ୍ତି ସବୁବେଳେ କମେଣ୍ଟ ଆସିଥାଏ ସିଦ୍ଧାନ୍ତ ଏବଂ ରଚନା କେତେବେଳେ ଏକାଠି ନଜର ଆସିବେ ।

କେବେ ଦୁହେଁ ରିଆଲିଟି ସୋରେ ନଜର ଆସିବେ ତେବେ ଏହି ସବୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଚି ବହୁତ ଦିନ ପରେ ଏକାଠି ସିଦ୍ଧାନ୍ତ ଏବଂ ରଚନା ନଜର ଆସିଛନ୍ତି । ସୋସିଆଲ ମିଡିଆରେ କିଛି ଫୋଟ ଏବଂ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆପଣ ମାନେ ସେଗୁଡିକ ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ ଏକ ଫୋଟ ରେ ନଜର ଆସୁଛନ୍ତି ସିଦ୍ଧାନ୍ତ ଏବଂ ରଚନା ତା ସହିତ ଅଛନ୍ତି ତାଙ୍କ ଝିଅ ।

Leave a Reply

Your email address will not be published. Required fields are marked *