14 ମଇ ବୃଷ ସଂକ୍ରାନ୍ତି ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ଏକ ଜିନିଷ,ସବୁ ଦୁଃଖ କଷ୍ଟ ଦୂର ହେବ ଜୀବନରେ ରହିବ ନାହିଁ ଟଙ୍କାର ଅଭାବ

ଦର୍ଶକ ବନ୍ଦୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଆସନ୍ତା କାଲି ବୃଷ ସଂକ୍ରାନ୍ତି ଦିନ କରିବେ ତାହେଲେ ଆପଣଙ୍କୁ ଧନୀ ହେବାରୁ କେହିବି ଅଟକାଇ ପ୍ରିବେ ନାହିଁ । ବନ୍ଧୁଗଣ ଆସନ୍ତା କାଲି ୧୪ ମେ ମଙ୍ଗଳବାର ବୃଷ ସଂକ୍ରାନ୍ତି ଏହି ଦିନକୁ ଠେକି ଉଠା ସଂକ୍ରାନ୍ତି ମଧ୍ୟ କୁହାଯାଏ

ବନ୍ଧୁଗଣ ହିନ୍ଦୁ ଧର୍ମରେ ସଂକ୍ରାନ୍ତିର ମହତ୍ତ୍ଵ ବହୁତ୍ ଅଧିକ ଥାଏ ବୃଷ ସଂକରାନ୍ତି ଦିନ ସୂର୍ଯ୍ୟ ଦେବ ମେଷ ରାଶିରୁ ବୃଷ ରାଶିକୁ ଚଳନ କରି ଥାଆନ୍ତି ସେଥି ପାଇଁ ଯଦି ଆପଣ ଏହି ଦିନ ଗାଈ ବା ଷଣ୍ଢକୁ ଘରକୁ ଡ଼ାକି ପୂଜା କରିବା ସହିତ କିଛି ଖାଇବାକୁ ଦେବେ ଓ ସୂର୍ଯ୍ୟ ଦେବଙ୍କୁ ପୂଜା କରି ଏକ ଯଜ୍ଞ ଘରେ ଆୟୋଜନ କରିବେ

ତାହେଲେ ଆପଣଙ୍କ କୋଟି ଜନ୍ମର ପାପ ଧୋଇ ହୋଇ ଯାଇଥାଏ ଓ ଆପଣଙ୍କର ଧନୀ ହେବାର ସମ୍ଭାବନା ଆହୁରି ଅଧିକ ହୋଇ ଯାଇଥାଏ ଓ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ସ୍ଵୟଂ ସୂର୍ଯ୍ୟ ଦେବତା ହରି ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *