ସନ୍ତାନ ଫିଲ୍ମର ସନ୍ଦୀପଙ୍କ ସ୍ତ୍ରୀ ,ଜୀବନୀ ଓ ପରିବାର ବିଷୟରେ କିଛି ଅଜଣା କଥା ଯାହା ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ସନ୍ଦୀପ ରାଉତ ଆପଣମାନେ ତ ସନ୍ଦୀପ ରାଉତଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଛୋଟ ବେଳରୁ ଜବରଦସ୍ତ ଆକ୍ଟିଙ୍ଗ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି ସେ ସନ୍ତାନ ଫିଲ୍ମରେ କାମ କରି ସେ ସମସ୍ତଙ୍କ ହୃଦୟକୁ ଜିତି ପାରିଥିଲେ ସନ୍ତାନ ଫିଲ୍ମରେ ସେ ଶିଶୁ କଳାକାର ଭାବରେ କାମ କରି ସମସ୍ତଙ୍କ ହୃଦୟରେ ଜାଗାଟିଏ ଗଡ଼ି ତୋଳିଥିଲେ ତେବେ ବର୍ତ୍ତମାନ ସମୟରେ ସେ କୌଣସି ଫିଲ୍ମରେ କାମ କରି ନାହାଁନ୍ତି ସତ କିନ୍ତୁ ତାଙ୍କ ପ୍ରତିଟି ଫିଲ୍ମକୁ ଦର୍ଶକମାନେ ବେଶ ଭଲ ପାଇବା ଦେଇ ଆସିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ସେ ପ୍ରଯୋଜକ ଭାବରେ କାମ କରୁଛନ୍ତି

ତେବେ ବନ୍ଧୁଗଣ ଆଜି ଆମେ ତାଙ୍କରି ବିଷୟରେ ଜାଣିବା ଯେ ପ୍ରକୃତରେ ସେ ଏବେ କଣ କରୁଛନ୍ତି ତାଙ୍କ ପରିବାରରେ କିଏ କିଏ ଅଛନ୍ତି ସବୁ କିଛି ସମ୍ପୂର୍ଣ୍ଣ ଅପଡେଟ ଆଜିର ବିଷୟରେ ଆମେ ଜାଣିପାରିବା | ସନ୍ଦୀପ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗ୍ରୀଷ୍ମ ପ୍ରତିଜ୍ଞାରେ କାମ କରି ଅନେକ ସାରା ଲୋକପ୍ରିୟତା ହାସଲ କରିଛନ୍ତି ମାତ୍ର 9 ବର୍ଷ ବୟସରେ ସେ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ

ତାଙ୍କର ସନ୍ତାନ ଫିଲ୍ମଟି ଏତେ ସୁପରହିଟ ହୋଇଥିଲା ଯେ ତାପରେ ସେ ଅନେକ ସାରା ଫିଲ୍ମରେ କାମ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ସେ କୌଣସି ଫିଲ୍ମରେ କାମ କରୁ ନାହାଁନ୍ତି ସତ କିନ୍ତୁ ଅନେକ ଫିଲ୍ମର ସେ ପ୍ରଯୋଜକ ଅଟନ୍ତି | ସନ୍ଦୀପଙ୍କ ବାପା ଜଣେ ପ୍ରଯୋଜକ ଥିଲେ ତାଙ୍କ ଇଛା ଥିଲା ଯେ ତାଙ୍କ ପୁଅ ଜଣେ ବଡ଼ ହିରୋ ହୁଅନ୍ତୁ କିନ୍ତୁ ସନ୍ଦୀପଙ୍କ ଇଛା ଥିଲା

ସେ ତାଙ୍କ ବାପାଙ୍କ ଭଳି ଅନେକ ଫିଲ୍ମ ବନାନ୍ତୁ ଏବଂ ନିଜେ ଜଣେ ପ୍ରଯୋଜକ ହୁଅନ୍ତୁ | ସେଥିପାଇଁ ତାଙ୍କ ପ୍ରଥମ ମୁଭି ନାରୀ ଆଖିରେ ନିଆଁରେ କାମ କରି ସେ ସମ୍ପୂର୍ଣ୍ଣ ରୂପରେ ଫିଲ୍ମ ଠାରୁ ଦୂରେଇ ଯାଇଥିଲେ | ସନ୍ଦୀପ ତାଙ୍କ କଲେଜ ଲାଇଫର ଫ୍ରେଣ୍ଡ ପ୍ରିୟାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏବଂ ବେଶ ଖୁସିରେ ରହିଥିବାର ନଜର ଆସିଛନ୍ତି

Leave a Reply

Your email address will not be published. Required fields are marked *