Vastu : ଅକ୍ଷୟ ତୃତୀୟା ଦିନ କାହାକୁ କିଛି ନକହି ଚୁପଚାପ ପର୍ସରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ,ପୁରା ବର୍ଷ ଜମିକି ଟଙ୍କା ଆସିବ

ବନ୍ଧୁଗଣ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ହେଉଛି ଅକ୍ଷୟ ତୃତୀୟା ବାର୍ଷିକ ଭିତରେ ଏଭଳି ଦିନ କେବେବି ଆସିନଥାଏ ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁତ ଅଧିକ ମହତ୍ତ୍ୱ ରହିଅଛି ଏହି ବର୍ଷ 10 ମେ 2024 ଶୁକ୍ରବାର ଦିନ ଅର୍ଥାତ ଆଜି ଅକ୍ଷୟ ତୃତୀୟା ପଡୁଅଛି | ଅକ୍ଷୟ ତୃତୀୟା ନାମ କାହିଁକି ରହିଛି କାରଣ ଏହି ଦିନ ଯେଉଁ ସବୁ କାର୍ଯ୍ୟ କରା ଯାଇଥାଏ ତାହାର କ୍ଷୟ କେବେବି ହୋଇନଥାଏ ସେ ସର୍ବଦା ଅକ୍ଷୟ ହୋଇ ରହିଥାଏ ଏହି ଦିନକୁ ଦାନ ଧର୍ମ କରିବାରେ ବହୁତ ଶ୍ରେଷ୍ଠ ମନା ଯାଇଛି | ଏହି ଅକ୍ଷୟ ତୃତୀୟା ଦିନ ଲୋକ ମାନେ ନିଜର ଘରକୁ କିଛି ନା କିଛି ଜିନିଷ ନିଶ୍ଚୟ କିଣିକି ଆଣି ଥାଆନ୍ତି କାହିଁକି ନା ଏହି ଦିନ ଯେଉଁ ଜିନିଷ ଘରକୁ କିଣିକି ଅଣା ଯାଇଥାଏ ବର୍ଷ ସାରା ତାହାର ଅଭାବ କେବେବି ଦେଖା ଦେଇନଥାଏ |

ତାହା ସର୍ବଦା ଅକ୍ଷୟ ହୋଇ ରହି ଯାଇଥାଏ କେବେବି କ୍ଷୟ ହୋଇନଥାଏ | ତେବେ ଆଜି ଆମେ ଆପଣଙ୍କୁ ଅକ୍ଷୟ ତୃତୀୟା ଦିନ ଏମିତି କିଛି ଵସ୍ତୁ ବିଷୟରେ କହିବୁ ଯାହା ଆପଣ ଅକ୍ଷୟ ତୃତୀୟା ଦିନ ନିଜ ଘରେ ଆଣି ରଖିଦେବେ ତ ବିଶ୍ୱାସ କରନ୍ତୁ ଆପଣଙ୍କ ଭାଗ୍ୟ ଚମକି ଉଠିବ ଆପଣଙ୍କୁ ଧନଵାନ ହେବାରୁ କେହିବି ରୋକିପାରିବେ ନାହିଁ | ଆମେ ଆପଣଙ୍କୁ କୌଣସି ଉଡ଼ା କଥା କହୁ ନାହୁଁ ଶାସ୍ତ୍ରରେ ବର୍ଣ୍ଣନା ହୋଇଥିବା କଥା ବିଷୟରେ କହୁଛୁ |

ପ୍ରଥମ ବସ୍ତୁ କହିବାକୁ ଗଲେ ଯଦି କୌଣସି ବ୍ୟକ୍ତି ଲାଲ ରଙ୍ଗର କାଗଜ ନିଜର ପର୍ସରେ ରଖୁଛନ୍ତି ଲାଲ ରଙ୍ଗର କାଗଜରେ ଆପଣ ସ୍ୱସ୍ତିକ ଚିହ୍ନ ବନାନ୍ତୁ ସ୍ୱସ୍ତିକ ଭଗବାନ ଗଣେଶଙ୍କର ମଙ୍ଗଳ ସ୍ୱରୂପ ମନାଯାଏ କିନ୍ତୁ ଓଁ ବନାନ୍ତୁ ସଫା ଚନ୍ଦନରେ ଓଁ ବନାନ୍ତୁ ଏହା ଦ୍ୱାରା ମା ଲକ୍ଷ୍ମୀ ଆକର୍ଷିତ ହୋଇଥାଆନ୍ତି | ଲାଲ ରଙ୍ଗର ଧନର ସୂଚକ ମନାଯାଏ |
ଏହାକୁ ସର୍ବ ପ୍ରଥମେ ମା ଲକ୍ଷ୍ମୀଙ୍କୁ ଭେଟ କରେଇ ଦିଅନ୍ତୁ କିମ୍ବା ଏହାକୁ ଧୂପ ଦୀପ ଦେଖାଇ ଆପଣଙ୍କର ପର୍ସରେ ରଖିବା ଆରମ୍ଭ କରିଦିଅନ୍ତୁ ଯେବେ ଆପଣ ଏହାକୁ ପର୍ସରେ ରଖିବେ କେବେବି ଆପଣଙ୍କ ପର୍ସ ଖାଲି ରହିବ ନାହିଁ |

ଏହା ପରେ ହେଉଛି ସୁନା ବା ଚାନ୍ଦିର ପଇସା ରଖିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ ଆପଣ ଯଦି ଏହାକୁ ଆପଣଙ୍କ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କର ପର୍ସରେ ରଖୁଛନ୍ତି ତେବେ ଆପଣଙ୍କର ପର୍ସ କେବେବି ଖାଲି ରହିବ ନାହିଁ ଧନ ସମ୍ବଦିତ ସମସ୍ୟା ଦୂର ହୋଇଥାଏ ସୁନା ବା ଚାନ୍ଦିର ପଇସା ରଖିବା ଦ୍ୱାରା 24 ଘଣ୍ଟା ପାଇଁ ଗୋମୂତ୍ରରେ ପକାଇ ରଖନ୍ତୁ ଏହା ଦ୍ୱାରା ଏହା ସୁତ ହୋଇଯାଏ ଗୋମୂତ୍ର ଯଦି ମିଳୁ ନାହିଁ ଏହାକୁ ତୁଳସୀ ମୂଳ ମାଟିରେ ପୋତି ଦିଅନ୍ତୁ ଏହା ପରେ ସିନ୍ଦୁର ଚନ୍ଦନ ଦେଇ ପୂଜା କରନ୍ତୁ ଏବଂ ତାପରେ ପର୍ସରେ ରଖିବା ଆରମ୍ଭ କରି ଦିଅନ୍ତୁ | ଏହା କୌଣସି ସାଧାରଣ କଏନ ହୋଇ ରହିନଥାଏ ଏହା ଧନକୁ ଆକର୍ଷିତ କରିବା ଵାଲା ଚାବି ବନି ଯାଇଥାଏ |

Leave a Reply

Your email address will not be published. Required fields are marked *