ହାରିଲା ପଞ୍ଜାବ ପ୍ଲେ ଅଫ୍‌ରେ RCB କୋହଲିଙ୍କ ପରେ ବୋଲରଙ୍କ କମାଲ, RCB ର ପ୍ଲେ ଅଫ୍ ରାସ୍ତା ପୁରା ସଫା

ଗତକାଲି ଅନୁଷ୍ଠିତ ହୋଇଥିବା ରୋମାଞ୍ଚକର ମ୍ୟାଚ ଟିକୁ ନିହାତି ଭାବେ ଦେଖି ଥିବେ ହେଲେ ଯଦି ଆପଣ ଦେଖି ନାହାନ୍ତି ତେହେଲେ ଆସନ୍ତୁ ଜାଣିବା ସେହି ମ୍ୟାଚ୍ ରେ ଘଟି ଥିବା କିଛି ମୋମଞ୍ଚକର ଘଟଣା ବିଷୟରେ । ଗତକାଲି ଅନୁଷ୍ଠିତ ହୋଇଥିବା IPL ର ୫୮ ତମ ମ୍ୟାଚ୍ RCB ଓ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା

ଯେଉଁଥିରେ ପ୍ରଥମେ ଟସ୍ ଜିତି RCB ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଓ ସୀମିତ ୨୦ ଓଭର ରେ ୭ ଟି ୱିକେଟ୍ ହରାଇଥିଲା ୨୪୧ ରନ୍ ସଂଗ୍ରହ କରିଥିଲା ଯେଉଁ ଥିରେ ବିରାଟ କୋହଲି ନିଜ ବ୍ୟାଟିଂ ବଳରେ ବିସ୍ଫୋରକ ୯୨ ରନ୍ ସଂଗ୍ରହ କରିଥିଲେ ଓ ଗ୍ରିନ ମଧ୍ୟ ୪୬ ରନ୍ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ସଂଗ୍ରହ କରିଥିଲେ ।

ତାପରେ ପଞ୍ଜାବ ୧୭ ଓଭର୍ ରେ ୧୮୧ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ ତାହାରି ମଧ୍ୟରେ ରିଲେ ବିଷ୍ପହରକ ୬୧ ରନ୍ ସଂଗ୍ରହ କରିବା ସତ୍ତ୍ୱେ ପରାଜୟର ସାମ୍ନା କରିବାକୁ ପଡ଼ି ଥିଲା । ସବୁ ଠାରୁ ବଡ କଥା ହେଉଛି

RCB ୬୦ ରନ୍ ର ବଡ଼ ବ୍ୟବଧାନ ଦ୍ଵାରା ପଞ୍ଜାବ କୁ ପରାସ୍ତ କରିଥିଲା । ଆପଣଙ୍କୁ କଣ ଲାଗୁଛି RCB କଣ ସତରେ IPL ଟ୍ରୋଫି ୨୦୨୪ ରେ ଉଠାଇ ପାରିବ କମେଣ୍ଟ କରି ନିଜର ମତ ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *