ଭଗବାନଙ୍କ ନାମ ନେଇ ଗୋଟିଏ ନମ୍ବର ବାଛନ୍ତୁ ଦେଖନ୍ତୁ ଭଗବାନ ଆପଣଙ୍କ ପାଇଁ କଣ ଭାବିଛନ୍ତି

ନମସ୍କାର ଦର୍ଶକ ବନ୍ଧୁ ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଏବଂ ଜାଣନ୍ତୁ ଭଗବାନ ଆପଣଙ୍କ ପାଇଁ ଭବିଷ୍ୟତରେ ଆପଣଙ୍କ ଜୀବନରେ ସବୁ କଣ ଘଟିବାକୁ ଯାଉଛି ଦେଖନ୍ତୁ ସ୍କ୍ରିନ ଉପରେ ଦୁଇଟି ପଦ୍ମ ଫୁଲ ଦେଖୁଛନ୍ତି ଯାହାକି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହି ବିଷୟଟି କୁ ଆପଣ ମାନେ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ । ଏହି ବିଷୟରେ ଆପଣଙ୍କ ନିଜସ୍ଵ ବିଷୟରେ ଏପରି କଥା କୁହାଯାଇଛି ଯାହାକି ଆପଣଙ୍କ ଜୀବନରେ ନିଶ୍ଚିତ ଭାବରେ କାମରେ ଆସିବ । ଦୟାକରି ବିଷୟ ଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଆପଣ ଯଦି ଧଳା ରଙ୍ଗର ଫୁଲ ଟିକୁ ବାଛିଛନ୍ତି ବର୍ତ୍ତମାନ ଆପଣ ଅକର୍ମି ଭଳି ସମୟ ଅତିବାହିତ କରୁଥିଲେ ଯେଉଁ ମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରି ଯିବାର ଅବସ୍ଥା ଆପଣ ଦେଖି ସାରିଲେଣି ଆପଣଙ୍କ ଚିନ୍ତା ଭାସମାନ ବିଜୁଳି ପରି ହଟାତ ଦେଖା ଦେଇ ପୁଣି ଶୂନ୍ୟରେ ମିଳେଇ ଯିବା ପରି ଦୃଶ୍ୟମାନ ହେଉଅଛି ଆପଣଙ୍କ ବର୍ତ୍ତମାନ ଭାଗ୍ୟ ଯୋଗ ଏପରି ଥିଲା କଣ କରିବା ଏବେ ଚିନ୍ତା ପରିହାର କରନ୍ତୁ । ସକାଳେ ଏବଂ ସନ୍ଧ୍ୟାରେ ଓଁ ନମ ଭଗବତେ ବାସୁଦେବାୟ ନମ ଏହି ମନ୍ତ୍ର ଟିକୁ ପ୍ରତିଦିନ ଏଗାର ଥର ଜପ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଆସିଯିବ ।

ଆପଣ ଯଦି ଦିତୀୟ ରଙ୍ଗର ଫୁଲ ବା ନାଲି ରଙ୍ଗଟିକୁ ପସନ୍ଦ କରିଛନ୍ତି ତେବେ ଆପଙ୍କ ଜୀବନରେ ନାନା ପ୍ରକାରର ସମସ୍ଯା ଲାଗି ରହିଥାଏ । ଆପଣଙ୍କ ଭାଗ୍ୟ କେବେ ଆପଣଙ୍କର ସାଥ ଦେଇଥାଏ ତ କେବେ ଦେଇ ନ ଥାଏ । ନାଲି ରଙ୍ଗ ହେଉଛି ପ୍ରେମର ପ୍ରତୀକ । ଯଦି ଆପଣ ପ୍ରେମ କରୁଛନ୍ତି ତେବେ ଆପଣଙ୍କର ପ୍ରେମ ଜୀବନ ସୁଖମୟ ରହିଥାଏ ଏମାନେ ପ୍ରତେକ ବ୍ୟକ୍ତି ଙ୍କ ବାହାବାନଉ ଗୁରୁତ୍ଵ ଦେଇଥାନ୍ତି । ଏମାନେ ଅତି ସହଜରେ ଅନ୍ୟ ସହ ମିଶି ଯାଇଥାନ୍ତି । ଯାହା ପାଇଁ ଏମାନେ ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *