ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ସୁନାମୀରେ ଧରାଶାୟୀ ଲକ୍ଷ୍ନୌ ,କେଏଲ ରାହୁଲଙ୍କ ଏପରି ଗାଳି ଦେଲେ କୋଚ ଜାଣିଲେ ମୁଣ୍ଡରେ ହାତ ଦେବେ

ଇତିହାସ ରଚିଲା ହାଇଦ୍ରାବାଦ ୧୦ ୱିକେଟ ରେ ପରାସ୍ତ କଲା ପିଟି ପିଟି ଛତୁ କଲେ LSG ବୋଲର ମାନଙ୍କୁ ଛକା ଏବଂ ଚୌକା ର ବର୍ଷା କରି ମ୍ୟାଚ୍ ଜିତିଲା ହାଇଦ୍ରାବାଦ କାନ୍ଦି କାନ୍ଦି ହାରିଲା LSG । ହଁ ଦର୍ଶକ ବନ୍ଧୁ IPL ୨୦୨୪ ର ୫୭ ତମ ମ୍ୟାଚ୍ ରେ ହାଇଦ୍ରାବାଦ LSG କୁ ୧୦ ୱିକେଟ୍ ରେ ପରାସ୍ତ କରିଛି ତେବେ ଟସ୍ ଜିତିବା ପରେ ବ୍ୟାଟିଂ କରିଥିବା LSG ସୀମିତ ୨୦ ଓଭରରେ ୪ ଟି ୱିକେଟ ହରାଇ ସଂଗ୍ରହ କରିଥିଲା ୧୬୫ ରନ୍।

ଏହା ପରେ ହାଇଦ୍ରାବାଦ ଏହାର ଜବାବରେ ୯.୪ ଓଭର୍ ରେ ବିନା କୌଣସି ୱିକେଟ୍ ହରାଇ ସଂଗ୍ରହ କରିଥିଲା ୧୬୬ ରନ୍ ଓ ଜିତି ଯାଇଥିଲା । ହାଇଦ୍ରାବାଦ ର ଓପନିଂ ବ୍ୟାଟ୍ସମ୍ୟାନ୍ ପିଚ୍ କୁ ଆସିବ ମାତ୍ରେ LSG ବୋଲର ମାନଙ୍କୁ ଛେଚିବା ଆରମ୍ଭ କରିଦେଇ ଥିଲେ ଅଭିଷେକ ଓ ହେଡ LSG ବୋଲର ମାନଙ୍କୁ ପାୱାର ପ୍ଲେ ରେ ୧୦୭ ରନ୍ ବାଡେଇ ଥିଲେ

ତେବେ ସବୁ ଠାରୁ ବଡ଼ କଥା ହେଉଛି ମାତ୍ର ୧୦ ଓଭର୍ ମଧ୍ୟରେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ୧୬୫ ରନ୍ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ ଓ ଏବେ ହାଇଦ୍ରାବାଦ IPL ର ଏକ ନମ୍ବର ଟିମ୍ ହୋଇ ସାରିଛି । ଏବେ ଆଗକୁ ଯେଉଁ ଟିମ୍ ସହିତ ହାଇଦ୍ରାବାଦ ର ମ୍ୟାଚ୍ ଆସୁଛି

ସେ ଟିମ୍ ଗୁଡ଼ିକ ଏବେ ଠାରୁ ଭୟରେ ଥରିବାକୁ ଲାଗି ଲେଣି ହେଲେ କଣ ଏଥର IPL କେଉଁ ଟିମ୍ ଜିତିବ ଓ ଆପଣ କେଉଁ ଦଳକୁ ସପୋର୍ଟ କରନ୍ତି କମେଣ୍ଟ୍ କରି ନିଶ୍ଚୟ ନିଜର ମତାମତ ଜଣାଇବେ ।

Leave a Reply

Your email address will not be published. Required fields are marked *