ପୁଣି କମିଲା ସୁନା (Gold )ଦର ଏବେ ହୋଇଗଲା ଏତେ କମ ଜାଣିଲେ ସଙ୍ଗେ ସଙ୍ଗେ କିଣିଦେବେ

ନମସ୍କାର ବନ୍ଧୁଗଣ ଆଜିର ସୁନା ଦର କେତେ ରହିଛି ଆପଣ ମାନେ ଯଦି ପ୍ଲାନ୍ କରୁଛନ୍ତି ସୁନା କିଣିବା ପାଇଁ ତେବେ କେତେ ଟଙ୍କା ଦେଇ କିଣି ପାରିବେ ଉଭୟେ ୨୨ ଏବଂ ୨୪ କ୍ୟାରେଟର ଦାମ ଯାହାକି ଆମ ରାଜଧାନୀ ଭୁବନେଶ୍ଵର ଓଡ଼ିଶାରେ କେତେ ରହିଛି ସୁନା ଦର ତେବେ ସୁନା ଦର ୮ ତାରିଖ ରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି

୧୦ ଗ୍ରାମ ସୁନାର ୨୪ କ୍ୟାରେଟ ଦାମ ୭୦୦ ଟଙ୍କା ଶସ୍ତା ହୋଇ ୭୦,୬୭୦ ଟଙ୍କାରେ ପହଁଚିଛି ସେହିପରି ରୂପା ଦାମ ସାମାନ୍ୟ ବୃଦ୍ଧି ପାଇଛି ଆଜି ଏକ କିଲୋଗ୍ରାମ ରୂପା ପିଛା ୫୦୦ ଟଙ୍କା ବୃଦ୍ଧି ପାଇଛି ଅର୍ଥାତ୍ ୮୦,୧୨୦ ଟଙ୍କାରେ ପହଁଚିଛି ।

ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦାମ ୬୬,୨୦୦ ଟଙ୍କା ରହିଥିବା ବେଳେ ୧୦ ଗ୍ରାମର ୨୪ କ୍ୟରେଟ ସୁନା ୭୧ ,୪୨୦ ଟଙ୍କା ହୋଇଛି । ଏହା ଛଡ଼ା ଭୁବନେଶ୍ଵର ଏବଂ ଓଡ଼ିଶା ଦରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ ୬୫,୨୫୦ ଟଙ୍କା ରହିଥିବା ବେଳେ

ଶୁଦ୍ଧ ୨୪ କ୍ୟାରେଟ ସୁନାର ଦର ୭୧,୪୧୦ ଟଙ୍କା ରହିଛି ସେହିପରି ମୁମ୍ବାଇରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୬୬,୨୫୦ ଟଙ୍କା ଏବଂ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦର ୭୨,୨୭୦ ଟଙ୍କାରେ ପହଁଚିଛି

Leave a Reply

Your email address will not be published. Required fields are marked *