ଟିଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ମିଳିଲା ବଡ଼ ଧମକ ପାକିସ୍ତାନ ଆତଙ୍କବାଦୀ ଦେଲେ ବଡ଼ ବୟାନ ଟ୍ରଫି କେବଳ ପାକିସ୍ତାନ ହିଁ ନେବ

ନମସ୍କାର ବନ୍ଧୁଗଣ ଟିଟ୍ୱେଣ୍ଟି ବିଶ୍ଵକପ ପୂର୍ବରୁ ଭାରତକୁ ମିଳିଲା ଆତଙ୍କବଦୀଙ୍କ ବଡ ଧମକ ପାକିସ୍ତାନ ଆତଂକବାଦୀ ସଂଘରୁ ମିଳିଛି ଏକ ବଡ଼ ଧମକ ଚାଲିଛି ଆଲୋଚନା ୱେଷ୍ଟନଡିଜରେ ଖେଳାଯିବ ନାହିଁ ଗୋଟିଏ ହେଲେ ମ୍ୟାଚ୍ ଆଇପିଏଲ ୨୦୨୪ ସିଜି ନ ପରେ ତୁରନ୍ତ ଜୁନ ୧ ରୁ ଆମେରିକା ଏବଂ ୱେଷଟଇଣ୍ଡିଜ ଟି ତ୍ଵେଣ୍ଟି ବିଶ୍ଵକପ ଅନୁଷ୍ଠିତ ହେବ ବୋଲି

ଏଥିପାଇଁ ଅନେକ ଦଳ ସେମାନଙ୍କ ନାମ ଘୋଷଣା କରି ସାରିଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ପ୍ରସ୍ତୁତି ହୋଇ ସାରିଲାଣି ଏହି ଟୁର୍ଣ୍ଣାମେଣ୍ଟ ରେ ଆତଙ୍କବାଦୀ ଆକ୍ରମଣର ଛାୟା ଦେଖାଦେଇଛି ୱଷ୍ଟେଣ୍ଡିଜ୍ ରେ ହେବାକୁ ଥିବା ମ୍ୟାଚ୍ ପାଇଁ ଏଭଳି ଧମକ ମିଳିଛି । ଆଫଗାନି ସ୍ଥାନ ଏବଂ ପାକିସ୍ତାନ ମଧ୍ୟରୁ ଏକ ଭିଡିଓ ବାର୍ତ୍ତା ପ୍ରକାଶ ପାଇଛି

ଏଥିରେ ଅନେକ ଦେଶ ବିଷୟରେ ଆଲୋଚନା କରିବାକୁ କୁହାଯାଇଛି । କୌଣସି ଦେଶର ମୁକାବିଲା ପାଇଁ ବିସ୍ତୃତି ରଣନୀତି ସହ ଆଗକୁ ବଢିବା ପାଇଁ ଆମେ ଆୟୋଜକ ଦେଶ ସହ ସହରର ଅଧିକାରୀଙ୍କ ସହ ଘନିଷ୍ଟ ଭାବରେ କାର୍ଯ୍ୟ କରୁଚୁ

Leave a Reply

Your email address will not be published. Required fields are marked *