ନିଜର 15 ବର୍ଷ ଭକ୍ତ ପାଖରୁ କିପରି ପରୀକ୍ଷା ନେଲେ ପ୍ରଭୁ ଜଗନାଥ ,ଜାଣିଲେ ଆପଣଙ୍କ ଦେହ ଶୀତେଇ ପଡ଼ିବ ହାତ ଯୋଡ଼ିଦେବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ସାତ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣଙ୍କ ଜଗନ୍ନାଥଙ୍କ ଉପରେ ଥିବା ଭରଷା ଆହୁରି ଅଧିକ ହୋଇଯିବ ! ଜଣେ ପନ୍ଦର ବର୍ଷର ବାଳକ ଶକ୍ତି ଯିଏକି ଜଗନ୍ନାଥଙ୍କୁ ପୂଜା କରନ୍ତିନାହିଁ ସାତ ହେବେ ତାଙ୍କର ଜଗନ୍ନାଥଙ୍କ ଉପରେ ଭରଷା ବହୁତ୍ ଥିଲା ତାଙ୍କ ମନରେ ଅନେକ ଦିନରୁ ଗୋଟେ ଇଛା ଥିଲେ ଯେ ଦିନେ ଜଗନ୍ନାଥ ମତେ ମାନବ ରୂପରେ ଦର୍ଶନ ଦିଅନ୍ତେ କି ମୁଁ ମୋର ସବୁ ପ୍ରଶ୍ନ ତାଙ୍କୁ ପଚାରି ତାର ଉତ୍ତର ପାଇଯାନ୍ତି । ସେଦିନ ତାଙ୍କ ଜେଜେଙ୍କ ଶ୍ରଦ୍ଧା ବାର୍ଷିକ ଦିନ ମଧ୍ୟ ସେହି ପରି ଭାବିକି ଆସୁ ଥାନ୍ତି ପୁରୀ ଶ୍ରଦ୍ଧା ବାର୍ଷିକ ଦିନ ଶ୍ରଦ୍ଧା ସରିବା ପରେ ଘର ଲୋକଙ୍କ ତରଫରୁ ଭଜନ ସନ୍ଦ୍ୟ କରିବାର ବ୍ୟବସ୍ଥା ପୁରୀ ସ୍ଥିତ ଲୋକନାଥ ପୀଠ ପକାରେ ଥିବା ଏକ ମଣ୍ଡପରେ ଆୟୋଜିତ ହୋଇଥିଲା

ଭଜନ ସନ୍ଧ୍ୟ ରେ ପ୍ରଥମ ଭଜନ ଅନେକ ଗାୟକ ଗାୟିକା ମାନେ ଗାଇମେ ତାପରେ ଘର ଲୋକ ମାନେ ମହା ପ୍ରଭୁଙ୍କ ଉଦ୍ଦେଶ୍ୟରେ କିଛି ଭଜନ ଗାଇଲେ ତାପରେ ବାପାଙ୍କ ଆଦେଶରେ ଶକ୍ତି ମଧ୍ୟ ଭଜନ ଗାଇବାକୁ ଲାଗିଲେ ଭଜନ ଗାଇବା ପରେ ଠିକ୍ ତା ପର ଦିନ ସେମାନେ ଶ୍ରୀମନ୍ଦିର ଯାଇଥାନ୍ତି ସେଦିନ ମନ୍ଦିରରେ ବହୁତ୍ ଭିଡ ତାହା ସମସ୍ତେ ହତା ଧରାଧରି ହୋଇ ମନ୍ଦିର ଭିତରକୁ ଦର୍ଶନ କରିବାକୁ ପଶିଲେ ସମସ୍ତେ ଜଗନ୍ନାଥ ଙ୍କ ନିକଟକୁ ଗଲା ବେଳକୁ ଶକ୍ତି ତା ପରିବାର ଲୋକଙ୍କ ଠାରୁ ଅଲଗା ହୋଇ ଯାଇଥାଏ

ସେ ଆସି ମହା ପ୍ରଭୁଙ୍କ ଭିତର କବାଟ ପାଖରେ ମହା ପ୍ରଭୁଙ୍କୁ ଦର୍ଶନ କଲା ଆଉ ମାନେ ମାନେ କହିଲା ମୋ ଭାଗ୍ୟ ଖରାପ୍ ବୋଧେ ସେଥି ପାଇଁ ମୁଁ ମୋ ପରିବାର ଠାରୁ ଅଲଗା ହୋଇଗଲି ସେହି ପରି ମନ ଦୁଃଖ କରି ବାହାରକୁ ଫେରି ଆସୁଥାନ୍ତି ସେ ଦେଖିଲେ ଜଣେ କଳା ବର୍ଣର ଲୋକ ତାଙ୍କୁ ଡାକୁଛନ୍ତି ଓ ଶକ୍ତିକୁ ଦେଖି ହସୁ ଥାଆନ୍ତି ଶକ୍ତିକୁ ଲାଗିଲା ଯେପରି ସେ ସେ ବ୍ୟକ୍ତିଙ୍କୁ ଆଗରୁ ଦେଖି ଥିଲା ସେ ସେବାୟତ ଜଣଙ୍କ ଶକ୍ତିର ମୁଣ୍ଡକୁ ଆଉଁସି କହିଲେ କିଛି କଥା ଧିରେ ଧିରେ କହୁଥିଲେ

ତାପରେ ସେ ଶକ୍ତି ହାତକୁ ତୁଳସୀ ଦେଇ ତାକୁ ବାହାର ଆଡ଼କୁ ନେଇଗଲେ ଯେଉଁ ଠାରେ ତାଙ୍କ ପରିବାର ତାଙ୍କୁ ଅପେକ୍ଷା କରିଥାନ୍ତି ଯେତେ ବେଳେ ସେ ଧନ୍ୟବାଦ୍ କହିବାକୁ ସେ ସେବାୟତଙ୍କୁ ଖୋଜିବାକୁ ଲାଗିଲା ସେ ଦେଖିଲା ସେ ସେବାୟତ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ଏହା ପରେ ସେ ତାଙ୍କ ପରିବାର ସହିତ ଘରକୁ ଫେରି ଗଲେ ସେ ମନେ ମନେ ଭାବୁ ଥାଆନ୍ତି ଯେ ସେ ବ୍ୟକ୍ତି ଜଣଙ୍କ କିଏ । ଆପଣଙ୍କୁ କଣ ଲାଗୁଛି କଣ ସେ ସତରେ ଜଗନ୍ନାଥ ଯିଏକି ତାଙ୍କଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ !

Leave a Reply

Your email address will not be published. Required fields are marked *