ଓଲିଉଡ଼ ଅଭିନେତା ଦେବାଶିଷଙ୍କ ପ୍ରକୃତ ପରିବାର ବିଷୟରେ ଆପଣମାନେ ଆଗରୁ କେବେ ଜାଣିଛନ୍ତି କି ଦେଖନ୍ତୁ ତାଙ୍କ ପୁଅ ଏବଂ ଝିଅ

ଦର୍ଶକ ବନ୍ଧୁ ଆପଣମାନେ ତ ଦେବାଶିଷ ପାତ୍ରଙ୍କୁ ନିହାତି ଭାବେ ଜାଣିଥିବେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ହେଲେ କଣ ଆପଣମାନେ ତାଙ୍କ ପରିବାର ବିଷୟରେ କିଛି ଜାଣି ଛନ୍ତି କି ଯଦି ଜାଣିନାହାନ୍ତି ତାହେଲେ ଆସନ୍ତୁ ଜାଣିବା ତାଙ୍କ ପରିବାର ବିଶ୍ୟରେ କିଛି ରୋଚକ ଖବର ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଦର୍ଶକ ବନ୍ଧୁ ଆପଣମାନେ ତ ଜାଣିଥିବେ ଯେ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡିର କଳାକାର ହେଉଛନ୍ତି ଦେବାଶିଷ ପାତ୍ର ତେବେ ଦେବାଶିଷ ପାତ୍ର ଓଡ଼ିଆ ଆଲବମ ଗୀତରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ଏବଂ ତା ପରେ ସେ ବହୁତ୍ ଗୁଡାଏ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଦମଦାର ଅଭିନୟ ବଳରେ ଖୁବ୍ ଶୀଘ୍ର ଲୋକପ୍ରିୟତା ହାସଲ କରିଥିଲେ

ଦେବାଶିଷ ଏବଂ ବର୍ତ୍ତମାନ ସମୟରେ ଦେବାଶିଷ ବହୁତ୍ ଗୁଡାଏ ରିଆଲିଟି ସୋ ମାନଙ୍କରେ ଜଜ୍ ଭାବରେ ମଧ୍ୟ ନଜର ଆସିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ ତେବେ ଦର୍ଶକ ବନ୍ଧୁ ଏ ହେଉଛନ୍ତି ଦେବାଶିଷଙ୍କ ପତ୍ନୀ ଓ ତାଙ୍କ ପ୍ରକୃତ ନାମ ହେଉଛି ମୋନାଲିସା ପାତ୍ର

ତେବେ ମୋନାଲିସା ଓ ଦେବାଶିଷ ଦୁହେଁ ଦୁହିଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ ତେବେ ତାଙ୍କର ଜଣେ ଝିଅ ଓ ପୁଅ ମଧ୍ୟ ଅଛନ୍ତି । ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଦେବାଶିଷ ପାତ୍ରଙ୍କ ପରିବାର କିପରି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *