ଜି ସାର୍ଥକର ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ଆପଣ ଜାଣିଛନ୍ତି କି ,ସବୁଠୁ ସୁନ୍ଦର ଏହି Heroine ଙ୍କ ଘର ଜାଣନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚିତ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ଅଭିନୟ କରୁଥିବା ସବୁ ଲିଡ ହିରୋଇନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଜାଣିଛନ୍ତି ଏହି ସୁନ୍ଦରୀ ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ଯଦି ଜାଣି ନାହାଁନ୍ତି ଆମର ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମେ ଆସୁଛନ୍ତି ସନ୍ଧ୍ୟା ବା ହିତୈସା ବାଗ ଯିଏ କି ସନ୍ଧ୍ୟା ରାଗିଣୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ତେବେ ସନ୍ଧ୍ୟାଙ୍କର ପ୍ରକୃତ ଘର ହେଉଛି ବାଲେଶ୍ୱର ଠାରେ |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ରାଗିଣୀ ବା ପ୍ରିୟଙ୍କା ରଥ ଆପଣମାନେ ପ୍ରିୟାଙ୍କ ସୁନ୍ଦର ଅଭିନୟ ସନ୍ଧ୍ୟା ରାଗିଣୀ ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ପ୍ରିୟଙ୍କାକର ପ୍ରକୃତ ଘର ହେଉଛି ବରହମ ପୁର ଠାରେ |

ଏହା ପରେ ତୃତୀୟରେ ଆସୁଛନ୍ତି ତୁ ମୋର ସାଥୀର ସିରିଏଲ ମୁଖ୍ୟ ଅଭିନେତ୍ରୀ ଧାରା ଯାହାଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା ଦାସ ତେବେ ଆପଣମାନେ ତ ଅନନ୍ୟାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଅନନ୍ୟାଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ୱର ଠାରେ |

ଏହା ପରେ ଚତୁର୍ଥରେ ଆସୁଛନ୍ତି ଆପଣ ମାନଙ୍କ ଅତିପ୍ରିୟ ଅଭିନେତ୍ରୀ ମାନିନୀ ବା ସୃତି ରେଖା ରାଣା ଆପଣମାନେ ଏହି ହିରୋଇନଙ୍କ ଆକ୍ଟିଙ୍ଗ ତୁମ ଖରା ମୁଁ ଛାଇ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ସୃତି ରେଖାଙ୍କ ପ୍ରକୃତ ଘର ହେଉଛି କେନ୍ଦୁଝର ଠାରେ |

ଏହା ପରେ ପଞ୍ଚମରେ ଆସୁଛନ୍ତି ସୁନା ଝିଅ ସିରିଏଲର ମୁଖ୍ୟ ଅଭିନେତ୍ରୀ ଶ୍ରୀୟା ଯାହାଙ୍କ ପ୍ରକୃତ ନାମ ହେଉଛି ଅଙ୍କିତା ମିଶ୍ର ନିଜର ଖୁବ ସୁନ୍ଦର ଆକ୍ଟିଙ୍ଗ ପାଇଁ ବେଶ ଲୋକପ୍ରିୟ ହାସଲ କରି ପାରିଛନ୍ତି ଅଙ୍କିତା ତେବେ ଅଙ୍କିତାଙ୍କ ପ୍ରକୃତ ଘର ହେଉଛି ଯାଜପୁର ଠାରେ |

ଏହା ପରେ ଷଷ୍ଠରେ ଆସୁଛନ୍ତି ଶ୍ରୀ ସିରିଏଲର ମୁଖ୍ୟ ଅଭିନେତ୍ରୀ ଦେବୀକା ଅରୁନ୍ଧତୀ ତେବେ ଆପଣମାନେ ତ ଦେବୀକାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଦେବୀକାଙ୍କର ପ୍ରକୃତ ଘର ହେଉଛି କଟକରେ |

ଏହା ପରେ ସପ୍ତମରେ ଆସୁଛନ୍ତି ମଧୁ ଯାହାଙ୍କ ପ୍ରକୃତ ନାମ ହେଉଛି ଭକ୍ତି ପଟ୍ଟନାୟକ ତେବେ ଆପଣମାନେ ଭକ୍ତିଙ୍କ ବହୁତ ସୁନ୍ଦର ଆକ୍ଟିଙ୍ଗ ମଧୁର ସଂସାର ସିରିଏଲରେ ନିଶ୍ଚିତ ଦେଖିଥିବେ ତେବେ ମଧୁଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱରରେ |

ଏହା ପରେ ଶେଷରେ ଆସୁଛନ୍ତି ଭାଗ୍ୟରେଖା ସିରିଏଲ ମୁଖ୍ୟ ଅଭିନେତ୍ରୀ ରେଖା ଯାହାଙ୍କ ପ୍ରକୃତ ନାମ ସୁମନ ପଟ୍ଟନାୟକ ତେବେ ଟ୍ୟାଲେଣ୍ଟ ଅଭିନେତ୍ରୀ ସୁମନଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ୱରରେ |

Leave a Reply

Your email address will not be published. Required fields are marked *