କାଳିଆ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ଖୁସି ଖବର ,ଏହି ତାରିକରେ ସବୁ ହିତାଧିକାରୀ ମାନଙ୍କୁ ମିଳିବ ଟଙ୍କା ,ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ନାହିଁ

ନମସ୍କାର ବନ୍ଧୁଗଣ କାଳିଆ ଯୋଜନାକୁ ନେଇ ଆସିଗଲା ବହୁତ ବଡ଼ ଅପଡେଟ ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ତେବେ ଖୁବ୍ ଶୀଘ୍ର ଆପଣଙ୍କୁ ଆଉ ଏକ କିସ୍ତି ର 2,000 ଟଙ୍କା ଆସିବାକୁ ଯାଉଚି ଏହା ଛଡ଼ା କେଉଁ ମାନେ ପାଇବେ କେଉଁ ତରିକରେ ମିଳିବ ଆସନ୍ତୁ ଆଜି ଆମେ ଜାଣିବା ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

ଆପଣମାନେ ଜାଣିଥିବେ ରାଜ୍ୟ ସରକାର ବାର୍ଷିକ ଦୁଇଟି କିସ୍ତି ଦୁଇ ଦୁଇ ଚାରି ହଜାର ଲେଖାଏଁ ଦେଇଥାନ୍ତି ଗୋଟିଏ ନୂଆ ଖାଇ ରେ ଦେଇଥିବା ବେଳେ ଆଉ ଏକ ଅକ୍ଷୟ ତୃତୀୟାରେ ଦେଇଥାନ୍ତି ତେବେ ଏହି ମେ ମାସ 10 ତରିକ ରେ ପଡୁଚି ଅକ୍ଷୟ ତୃତୀୟା ପୁଣି ଦୁଇ ହଜାର ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

ଏହା ଛଡ଼ା ଆପଣ ଯଦି ବେନିଫେଶିଆରି ଲିଷ୍ଟ ଦେଖିବାକୁ ଚାହୁଛନ୍ତି ଆପଣ ପ୍ରଥମେ ନିଜ ଡିଷ୍ଟ,ବ୍ଲକ ଏବଂ ପଞ୍ଚାୟତର ନାମ ଦେଇ ଦେବେ ତାପରେ ଆପଣ ଦେଖିବେ ଏହି ଲିଷ୍ଟ ର ଯାହାର ନାମ ଥିବ ସମସ୍ତଙ୍କୁ ମିଳିବ ଟଙ୍କା। ଆପଣ ଜାଣିଥିବେ ଏହି ଦୁଇ ମାସ ତଳେ ସରକାର ଯେଉଁ ଟଙ୍କା ଦେଇଥିଲେ |

ସେଥିରେ ଚାଷୀ ମାନଙ୍କୁ ମିଳିଥିଲା ଏବଂ ଭୂମିହୀନ ମାନଙ୍କୁ ମଧ୍ୟ ମିଳିଥିଲା କିନ୍ତୁ ଏବେ ଯେଉଁ କିସ୍ତି ଆସିବ ଭୂମିହୀନ ମାନଙ୍କୁ ଆସିବ ନାହିଁ କେବଳ ଚାଷୀ ମାନଙ୍କ ଆକାଉଣ୍ଟ କୁ ଆସିବ ତେବେ ଏହି ପ୍ରୋସେସ ଆପଣ ଚେକ୍ କରି ଦିଅନ୍ତୁ ଯେଉଁ ମାନଙ୍କ ନାମ ଥିବ ସେମାନେ ମଧ୍ୟ ପାଇପାରିବେ ଟଙ୍କା।

Leave a Reply

Your email address will not be published. Required fields are marked *