ହାରିଲା ମୁମ୍ବାଇ ବେଙ୍ଗଲୁରୁ ଚେନ୍ନାଇ ଯିବେ ପ୍ଲେ ଅଫ୍ ବଦଳିଲା ପଏଣ୍ଟ ଟେବଲ ବଦଳିଲା ସମୀକରଣ ଜାଣନ୍ତୁ କାହାର ସ୍ଥାନ କେଉଁଠି

ଅତି ଲଜ୍ଜ୍ୟା ଜନକ ଭାବରେ ପରାସ୍ତାର ସମ୍ମୁଖୀନ ହେବାକୁ ପଡ଼ିଛି ଟିମ୍ ମୁମ୍ବାଇ କୁ ଖେଳାଳି ଦୌଡରୁ ପ୍ରଥମ ଟିମ୍ ଭାବରେ ବାଦ ପଡିଲା ଟିମ୍ ମୁମ୍ୱାଇ ଏହି ମ୍ୟାଚ୍ ମୁମ୍ବାଇ ହାରିବା ପରେ ଚେନ୍ନାଇ ଓ ବାଙ୍ଗାଲୋର ଟିମ୍ ର ହେବ ବହୁତ୍ ବଡ଼ ଲାଭ କଣ ସେହି ଲାଭ ଆସନ୍ତୁ ଜାଣିବା । ହଁ ଦର୍ଶକ ବନ୍ଧୁ ମୁମ୍ବାଇର ଖେଳାଳିଙ୍କ ଆଶା ଧୂଳିରେ ପରିଣତ ହୋଇଛି |

ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍ ମଧ୍ୟରେ ଗତ କାଲି ଅନୁଷ୍ଠିତ IPL ମ୍ୟାଚରେ କଲିକତା ଟିମ୍ ମୁମ୍ୱାଇ ଟିମ୍ କୁ ୨୪ ରନ୍ ର ବଡ଼ ବ୍ୟବଧାନରେ ପରାସ୍ତ କରିବାରେ ସଫଳ ହୋଇଛି ବୋଲିଂ ପିଚ୍ ରେ ମ୍ୟାଚ୍ ହେଉଥିବା ବେଳେ ବଜୀମାରିଛି କଲିକତା ଟିମ୍ ତେବେ ମୁମ୍ବାଇ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ କରିବାକୁ ନିଷ୍ପତି ନେଇଥିଲେ

ଯେଉଁଥିରେ ସୀମିତ ୨୦ ଓଭର ମଧ୍ୟରେ ଟିମ୍ କଲିକତା ୧୦ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲେ । ଏହି ବିଶାଳ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଟିମ୍ ମୁମ୍ବାଇ ୧୮.୫ ଓଭର ରେ ୧୪୫ ରନ୍ ସଂଗ୍ରହ କରି ଅଲ୍ଆଉଟ୍ ହୋଇଯାଇଥିଲା

ତେବେ ମୁମ୍ବାଇ ପଖ୍ୟରୁ କେବଳ ସୂର୍ଯ୍ୟ କୁମାର ଯାଦବ ହିଁ ବିସ୍ଫୋରକ ୫୬ ରନ୍ ସଂଗ୍ରହ କରିଥିଲେ ଯାହା ଫଳ ସ୍ୱରୂପ ମୁମ୍ବାଇ ଅତି ଲଜ୍ଜ୍ୟା ଜନକ ଭାବରେ ପରାଜୟ ବରଣ କରିଥିଲା ।

Leave a Reply

Your email address will not be published. Required fields are marked *