କମେଡିଆନ ହରିଙ୍କ ବଡ଼ ଝିଅ ଓ ସାନ ଝିଅ ଆପଣମାନେ କେବେ ଦେଖିଛନ୍ତି ,ଦେଖନ୍ତୁ ଓଲିଉଡ଼ର କୌଣସି ହିରୋଇନଙ୍କ ଠାରୁ କମ ନୁହଁନ୍ତି

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡ଼ିଆ ଫିଲ୍ମ ଦେଖିଥିବେ ଏବଂ ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା ସମସ୍ତ କମେଡିଆନ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆପଣ ମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଆପଣଙ୍କ ପ୍ରିୟ କମେଡି ଆନ ହରିହରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହରିଙ୍କ ଝିଅ ଏବେ କେଉଁ ଧାରାବାହିକ ରେ ଅଭିନୟ କରୁଛନ୍ତି ତେବେ ଆସନ୍ତୁ ଆଜି ଆମେ ଜାଣିବା ହରିଙ୍କ ବିଷୟରେ ସମ୍ପୂର୍ଣ୍ଣ ଟିକିନିକ ଖବର ।

କମେଡ଼ିଆନ ହରିହର 1995 ମସିହାରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ପାଦ ଛାପି ଥିଲେ ଦର୍ଶକ ମାନେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତି ପାଖାପାଖି 50 ରୁ ଅଧିକ ଚଳଚ୍ଚିତ୍ର ହରିଙ୍କ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି । ପିଲାଟି ବେଳରୁ ତାଙ୍କର ଆକ୍ଟିଙ୍ଗ ପ୍ରତି ମନ ରହିଥିଲା ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଫିଲ୍ମରେ ଆକ୍ଟିଙ୍ଗ କରୁଛନ୍ତି |

ଏବେ ହରି ଜଜ ହୋଇ ଅନେକ ରିଆଲଟି ସୋରେ ମଧ୍ୟ କାମ କରୁଛନ୍ତି । ରୁମକୁ ଝୁମାନା ଚଳଚ୍ଚିତ୍ର ଯାହାକି ହରିଙ୍କ ଜୀବନରେ ଏକ ବଡ ଚଳଚ୍ଚିତ୍ର ଯେଉଁ ଫିଲ୍ମ ଟିକୁ ଦର୍ଶକ ମାନେ ବେଶ୍ ଭଲ ପାଇବା ଦେଇଥିଲେ ସେ ନିଜ କ୍ୟାରିୟର ରେ ଅନେକ ଆୱାର୍ଡ଼ ମଧ୍ୟ ହାସଲ କରିଛନ୍ତି। ତେବେ ହରିଙ୍କ ବିଷୟରେ କହିବାକୁ ଗଲେ |

ଜାଣନ୍ତୁ ବର୍ତ୍ତମାନ ହରିଙ୍କ ଝିଅ ପାଠ ପଢ଼ା ଜାରି ରଖିଛନ୍ତି ଏବଂ ବହୁତ୍ ସମୟରେ ହରି ସୋସିଆଲ ମେଡିଆ ନିଜ ଝିଅ ସହିତ ନଜର ଆସିଛନ୍ତି । ତେବେ ହରିଙ୍କ ଝିଅଙ୍କୁ ଫିଲ୍ମରେ ଅଭିନୟ କରିବା କଥା ପଚରା ଯାଇଥିଲା ସେ କହିଥିଲେ ବହୁତ ଜଲଦି ସେ ତାଙ୍କ ଝିଅଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିବ

Leave a Reply

Your email address will not be published. Required fields are marked *