ସ୍ତ୍ରୀ ପୁଅଙ୍କୁ ବାଇକରେ ବସି ବୁଲାଇବା ପଡିଲା ମହଙ୍ଗା ,ଜୋରିମାନା ଦେଇପାରନ୍ତି ଅଭିନେତା ଅମ୍ଳାନ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକ ବନ୍ଧୁ ସ୍ତ୍ରୀ ଏବଂ ପୁଅଙ୍କୁ ବାଇକରେ ବସାଇ ବୁଲାଇବା ପଡ଼ିଲା ମହଙ୍ଗା ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ ଓଲିଉଡର ଆପଣ ମାନଙ୍କ ପ୍ରିୟ ଅଭିନେତା ଅମ୍ଳାନ ଦାସ ତାଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ ସମୟରେ ଅମ୍ଳାନ ଙ୍କର୍ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ସୋସିଆଲ ମେଡିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି

ଅମ୍ଳାନ ନିଜ କୁନି ପୁଅ ଏବଂ ସ୍ତ୍ରୀକୁ ଧରି ବାଇକରେ ବୁଲୁଥିବା ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରକୃତରେ ଏହା ପଛରେ କଣ ରହିଛି ଅସଲ କାରଣ କାହିଁକି ଏ ଭିଡିଓ ଭାଇରଲ ହେଉଛି କଣ ପାଇଁ ଫସି ପାରନ୍ତି ଅମ୍ଳାନ । ଯେଉଁ ଭିଡିଓ ରେ ଆପଣ ଦେଖି ପରୁଥିବେ ଅମ୍ଳାନ ବାଇକ ଚଳାଉଛନ୍ତି |

ଆଗରେ ବସିଛନ୍ତି ତାଙ୍କ କୁନି ପୁଅ ଏବଂ ପଛ ପଟରେ ବସିଛନ୍ତି ତାଙ୍କ ସ୍ତ୍ରୀ ଯାହା ଜଣାପଡିଛି ଅମ୍ଳାନ ବିନା ହେଲମେଟ ରେ ବାଇକ ରେ ବସି ଯାଉଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଷୟକୁ ନେଇ ପ୍ରଶ୍ନ ମାଝି ତିଆରି ହୋଇଛି |

କଣ ପାଇଁ ବିନା ହେଲମେଟ ରେ ବାଇକ ଚଳାଉଛନ୍ତି ଅମ୍ଳାନ ସମାଜକୁ ସେ କଣ ଦେଖେଇବାକୁ ଚାହୁଛନ୍ତି ଜଣେ ସୁପରଷ୍ଟାର ହୋଇ ବିନା ହେଲମେଟ ରେ ବାଇକ ଚଳାଇବା କେତେ ଦୂର ଠିକ୍ ଦୟାକରି କମେଣ୍ଟ କରି ମତାମତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *