ମେ ମାସର Ration କାର୍ଡରେ ଲାଗୁ ହେଲା ନୂଆ ନିୟମ ,ସବୁ ହିତାଧିକାରୀ ମାନେ ଜାଣିରଖନ୍ତୁ ନଚେତ କଟିପାରେ ଆପଣଙ୍କ ରାସନ

ନମସ୍କାର ଦର୍ଶକ ବନ୍ଧୁ ରାସନ କାର୍ଡ ରେ ଆସିଲା ଆଉ ଏକ ନୂଆ ନିୟମ ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ଏହି ମେ ମାସ ଆରମ୍ଭରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ଏକ ନୂଆ ଅପଡେଟ ଯଦି ଆପଣଙ୍କର ରାସନ କାର୍ଡ ଅଛି ଆଉ ଆପଣ ବି ମାଗଣା ରାସନ ଲାଭ ଉଠାଉଛନ୍ତି ତେବେ ଏହି ଖବର ଆପଣ ସମସ୍ତେ ଜାଣି ରଖିବା ଜରୁରୀ ।

ମେ ପହିଲାରୁ ବାତିଲ ହୋଇଯିବ ଆପଣଙ୍କ କାର୍ଡ ସରକାରଙ୍କ ବଡ ଚେତାବନୀ ରାସନ କାର୍ଡ ହେଉଛି ଭାରତୀୟ ନାଗରିକ ମାନଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଡ । ଏହି ପରିଚୟ ମାଧ୍ୟମରେ କୋଟି କୋଟି ଲୋକ ସରକାରଙ୍କ ଠାରୁ ମାଗଣା କିମ୍ବା ଶସ୍ତା ସାମଗ୍ରୀ ପାଇଥାଆନ୍ତି ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ସରକାରଙ୍କ ରାସନ କାର୍ଡ ସହିତ ଏକ ବଡ଼ ଅପଡେଟ ଆସୁଛି ।

ଆସନ୍ତା ମାସ ସରକାର ଲକ୍ଷ ଲକ୍ଷ ରାସନ କାର୍ଡ ବାତିଲ କରିପାରନ୍ତି ଯେଉଁ ମାନେ ଛଅ ମାସ କିମ୍ବା ତା ଠାରୁ ଅଧିକ ସମୟ ଧରି ରାସନ କାର୍ଡ ମାଧ୍ୟମରେ ଖାଦ୍ୟ ଶସ୍ୟ ନେଇ ନାହାଁନ୍ତି ସେମାନଙ୍କ ରାସନ କାର୍ଡ ବାତିଲ ହୋଇପାରେ । ଏହି ପରିପେଖିରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିଛି ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି |

ତେବେ ଯୋଗ୍ୟ ବ୍ୟକ୍ତି ମାନେ ଯେପରି ରାସନ ପାଇପାରିବେ ସରକାର ସେ ପାଇଁ ଚେଷ୍ଟା କରୁଛନ୍ତି । ତେବେ ଦେଶରେ ଅନେକ ଅଯୋଗ୍ୟ ବାସୀ ଅଛନ୍ତି ଯେଉଁ ମାନେ ରାସନ ରୁ ଉପକୃତ ହେଉଛନ୍ତି ଏହିଭଳି ଅଯୋଗ୍ୟ ରାସନ କାର୍ଡ ବାସୀଙ୍କୁ ଧରିବା ପାଇଁ ସରକାର ଯୋଜନା ଚଳାଇଛନ୍ତି ଏହି ଅଯୋଗ୍ୟ ବ୍ୟକ୍ତି ଖୁବ୍ ଶୀଘ୍ର ବାଦ ପଡିପାରନ୍ତି ।

Leave a Reply

Your email address will not be published. Required fields are marked *