ଭଗବାନଙ୍କ ନାମ ନେଇ ଗୋଟିଏ ନମ୍ବର ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଇଚ୍ଛା ପୂରଣ ହେବ କି ନାହିଁ

ନମସ୍କାର ଦର୍ଶକବନ୍ଧୁ ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ରହିଅଛି ଦୟାକରି ଆପଣଙ୍କ ଫାଇଦା ପାଇଁ ବିଷୟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଆଜି ବିଷୟରେ ଦୁଇଟି ଲକି ସଂଖ୍ୟା ଦିଆଯାଇଛି ଯେମିତି ଆପଣ ସ୍କ୍ରିନରେ ଦେଖୁଛନ୍ତି ଗୋଟିଏ ହେଉଛି 111 ଏବଂ ଅନ୍ୟଟି ହେଉଛି 333 ଏହି ଦୁଇଟି ସଂଖ୍ୟା ମଧ୍ୟରୁ ଭଗବାନଙ୍କ ନାମ ନେଇ ଗୋଟିଏ ସଂଖ୍ୟା ବାଛନ୍ତୁ ଏବଂ ଜାଣନ୍ତୁ ଆଗକୁ ଆପଣଙ୍କ ଭାଗ୍ୟ କେଉଁ ଆଡ଼କୁ ନେଇଯିବ ଆଗକୁ ଆପଣଙ୍କ ଭାଗ୍ୟଶାରେ କଣ ସବୁ ଲେଖା ଅଛି ଆଗକୁ ସମୟ ଭଲ ଅଛି କି ଖରାପ ଅଛି ସବୁ କିଛି ଆଜିର ବିଷୟରେ ଜାଣିବା |

ଯଦି ଆପଣ ୧୧୧ ବାଛିଛନ୍ତି ତେବେ ଏହାର ଅର୍ଥ ବର୍ତ୍ତମାନ ଆପଣଙ୍କର ଅଧିକ ଖର୍ଚ୍ଚ ହେଉଛି । ଆପଣ ବ୍ୟସ୍ତ ଏବଂ ଉଦବେଗରେ ଥିବା ସହିତ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ । କିନ୍ତୁ ଆପଣଙ୍କର ଭଲ ସମୟ ଆସି ଯାଇଛି । ସନ୍ତାନକୁ ନେଇ ଆପଣଙ୍କର ଏକ ଖବର ମିଳିବାକୁ ଯାଉଛି । ଧନ ଜନିତ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି । ପୂର୍ବରୁ ଥିବା ସବୁ ଖରାପ ଚିନ୍ତାଧାରା ବର୍ତ୍ତମାନ ଦୂର ହୋଇଯିବ । ପୂର୍ବରୁ ଯେଉଁ ରୋଜଗାର କମ ଏବଂ ଖର୍ଚ୍ଚ ଅଧିକ ହେଉଥିଲା , ତାହା ଆଉ ରହିବ ନାହିଁ । ଶେଷ ସମୟରେ କରିଥିବା ଆସତ୍ତି ଦୂରେଇ ଦିଅନ୍ତୁ ନଚେତ ତାହା ହିଁ ଆପଣଙ୍କ ଜୀବନରେ ବିପଦ ଆଣିବ । କାହାକୁ ନିଜର ଗୁପ୍ତ କଥା କିମ୍ବା ସିକ୍ରେଟ କୁହନ୍ତୁ ନାହିଁ । କାହାକୁ ଯେତେ ନିଜର ଭାବିଲେ ବି କୁହନ୍ତୁ ନାହିଁ । ଆପଣଙ୍କର ଋଣ ସୁଝିବାର ସମୟ ଆସି ଯାଇଛି

ଯଦି ଆପଣ 333 ସଂଖ୍ୟାକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କର ସୁଖ ସମୃଦ୍ଧିର ସମୟ ଆସି ଯାଇଛି । ଜାତକରେ ଗୋଟିଏ ଶୁଭ ଦୋଷାର ଭୋଗ ରହିଛି । ଯେଉଁ କାରଣରୁ ଅର୍ଥ ମାନ ସମ୍ମାନ ଯଶ ପ୍ରାପ୍ତିର ଯୋଗ ରହିଛି । ଇଚ୍ଛା ଅନୁସାରେ ଆପଣଙ୍କୁ ଫଳ ନିହାତି ପ୍ରାପ୍ତ ହେବ । ଧୀରେ ଧୀରେ ଆପଣଙ୍କ ଜୀବନରେ ଶୁଭ ଫଳ ପ୍ରାପ୍ତ ହେବ । ଗୁପ୍ତ ଶତ୍ରୁଙ୍କର ହାରି ଯିବାର ଅବସ୍ଥା ଆପଣ ଦେଖି ସାରିଲେଣି । ଯେଉଁ ମାନେ ଆପଣଙ୍କୁ ଧୋକା ଦେଇଛନ୍ତି ପୁଣି ସେମାନଙ୍କ ଉପରେ ଭରସା କରନ୍ତୁ ନାହିଁ । ସନ୍ଧ୍ୟା ସମୟରେ ” ଓଁ ନମଃ ଭାଗବତେ ବାସୁଦେବାୟ ” ମନ୍ତ୍ର ଜପ କରନ୍ତୁ

Leave a Reply

Your email address will not be published. Required fields are marked *