ଓଡ଼ିଶାର ସବୁଠାରୁ ସୁନ୍ଦର ଏବଂ ଆକର୍ଷଣୀୟ ପାଞ୍ଚୋଟି ଖତରନାୟକ ଜଳପ୍ରପାତ ,ଥରେ ଗଲେ ଆସିବାକୁ ମନ ହେବ ନାହିଁ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଓଡ଼ିଶାର ସୁନ୍ଦର ଏବଂ ଖତରନାୟକ ଜଳପ୍ରପାତ ବିଷୟରେ ଏହି ଜଳପ୍ରପାତ ଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର ସେତିକି ମଧ୍ୟ ଖତରନାୟକ ଆଜି ଆମେ ଜାଣିବା ଏହି ଜଳପ୍ରପାତ ଗୁଡ଼ିକ କେଉଁଠି ଅଛି |

ପ୍ରଧାନ ପାଟ ଜଳପ୍ରପାତ – ଏହା ଦେବଗଡ଼ ଜିଲ୍ଲାରେ ରହିଛି ଏହା ଦେବଗଡ଼ ଠାରୁ ଏକ କିଲୋମିଟର ଦୂରରେ ରହିଛି ଏଠାକାର ସୌନ୍ଦର୍ଯ୍ୟ ଅତି ମନଲୋଭା ଏହି ୱାଟର ଫଲର ଲମ୍ବା ପାଖାପାଖି 145 ଫୁଟରୁ ଅଧିକ ହେବ |

ନମ୍ବର 2 ଖଣ୍ଡାଧାର ଜଳପ୍ରପାତ – ଏହା କେଉଁଝର ଜିଲ୍ଲାରେ ଅବସ୍ଥିତ ଏହି ଜଳପ୍ରପାତ ଉଚ୍ଚ 499 ଫୁଟ ମିଟର ହିସାବରେ 152 ମିଟର ପାଖାପାଖି ଭୁବନେଶ୍ୱରରୁ ଏହି ଜଳପ୍ରପାତର ଦୂରତା 270 କିଲୋମିଟର ପାଖାପାଖି ଏହି ଜାଗାରେ ଟୁରିଷ୍ଟ ଭୋଜି କରିଥାଆନ୍ତି |

ନମ୍ବର 3 ଡୁଡୁମା ଜଳପ୍ରପାତ ଏହା ଓଡ଼ିଶାର କୋରାପୁଟ ବିଶାଖାପାଟଣା ଜିଲ୍ଲାରେ ରହିଛି ଏହାର ଉଚତା 574 ଫୁଟ ମିଟର ହିସାବରେ 175 ମିଟର ଏହି ସ୍ଥାନକୁ ବୁଲିଯିବାର ସମୟ ଅଗଷ୍ଟ ମାସରୁ ନଭେମ୍ବର ମାସ ଭିତରେ ଓଡ଼ିଶାର ଉଚ୍ଚତମ ଲିଷ୍ଟରେ ଏହାର ନାମ ରହିଛି |

ନମ୍ବର 4 ସାନଘାଗରା ଜଳପ୍ରପାତ ଯାହାର ଉଚ୍ଚତା 100 ଫୁଟ ମିଟର ହିସାବରେ 30 ମିଟର ଏହା କେଉଁଝର ଜିଲ୍ଲାରେ ଅବସ୍ଥିତ ଏହା କେଉଁଝର ଠାରୁ ମାତ୍ର 5 କିଲୋମିଟର ଦୂରରେ ଏହା ଅବସ୍ଥିତ |ଏହି ସ୍ଥାନକୁ ବୁଲିଯିବାର ସମୟ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ |

ନମ୍ବର 5 ବରେହି ପାଣି ଜଳପ୍ରପାତ ଏହାର ଉଚ୍ଚତା 1309 ଫୁଟ ମିଟର ହିସାବରେ 399 ମିଟର ଏହା ହେଉଛି ଭାରତର ଦ୍ୱିତୀୟ ସର୍ବୋଚ୍ଚ ଜଳପ୍ରପାତ ଏହି ଜଳପ୍ରପାତଟି ମୟୁରଭଞ୍ଜ ଜିଲ୍ଲାର ଶିମିଳପାଳ ଜାତୀୟ ଉଦ୍ୟାନରେ ଅବସ୍ତିତ ଏହା ମେଘାସିନ ପାହାଡ଼ରୁ ଝରି ଆସିଛି |

Leave a Reply

Your email address will not be published. Required fields are marked *