ଓଡ଼ିଆ ସିନେମାରେ ଅଭିନୟ କରିବେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ସାଇସମର୍ଥା ,ନିଜ ବାପାଙ୍କ ସହିତ ଆକ୍ଟିଙ୍ଗ କରିବା ପାଇଁ କହିଲେ ପୁଅ ଏବଂ ଝିଅ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅଙ୍କ ବିଷୟରେ ଜାଣିବା ତାଙ୍କ ଝିଅ ବର୍ତ୍ତମାନ ସମୟରେ କଣ କରୁଛନ୍ତି ଏତେ ବଡ଼ ହୋଇଗଲେଣି ବର୍ତ୍ତମାନ ସମୟରେ ସେ ଦେଖିବାକୁ କେମିତି | ଆପଣମାନେ ତ ତାଙ୍କ ପିଲା ଦିନର ଫୋଟ ଦେଖିଥିବେ ବର୍ତ୍ତମାନ ତାଙ୍କୁ କେତେ ବୟସ ହୋଇଗଲାଣି ସେ କେମିତି ଦେଖା ଯାଉଛନ୍ତି କଣ କରୁଛନ୍ତି ତାଙ୍କ ବୟ ଫ୍ରେଣ୍ଡ କିଏ ସେ ନିଜ କ୍ୟାରିୟରକୁ ନେଇ କିପରି ଗଡ଼ିବାକୁ ଚାହୁଁଛନ୍ତି ଆସନ୍ତୁ ଜାଣିବା |

ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଓଲିଉଡ଼ର ଜବରଦସ୍ତ ହିରୋ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଲବେ ଦଶକରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ 2004 ମସିହାରେ ଓଲିଉଡ଼ ହିରୋଇନ ମାମା ମିଶ୍ରଙ୍କୁ ସେ ବିବାହ କରିଥିଲେ ତାଙ୍କର ଗୋଟିଏ ପୁତ୍ର ଏବଂ ଗୋଟିଏ ଝିଅ ଜନ୍ମ ନେଇଥିଲେ ତାଙ୍କ ପୁଅଙ୍କ ନାମ ହେଉଛି ସାଇ ସିଦ୍ଧି ଏବଂ ପୁଅଙ୍କ ନାମ ହେଉଛି ସାଇ ସମର୍ଥା |

ସିଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ଅଭିନୟ ଠାରୁ ଦୂରେଇ ରାଜନୀତିରେ ପାଦ ଦେଇଛନ୍ତି ଏବଂ ନିଜ ପୁଅ ଏବଂ ଝିଅଙ୍କୁ ବାହାରେ ପାଠ ପଢ଼ାଇ ନିଜ କ୍ୟାରିୟରକୁ ଗଡ଼ିବାକୁ କହିଛନ୍ତି | ଇଏ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ପୁଅ ଏବଂ ଝିଅ | ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରିବେ ବୋଲି ନିଶ୍ଚୟ କହିଛନ୍ତି |

ବର୍ତ୍ତମାନ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅବସ୍ଥା ଦିନକୁ ଦିନ ଘାଟା ହେବାରେ ଲାଗିଛି ଓଲିଉଡ଼ ଇଣ୍ଡଷ୍ଟ୍ରିର କିଛି ହିରୋ ମାନେ ଅଭିନୟ କ୍ୟାରିୟର ଉପରେ ଫୋକସ ନକରି ବର୍ତ୍ତମାନ ସମୟରେ ସବୁ ରାଜନୀତିରେ ପ୍ରବେଶ କରୁଛନ୍ତି ଏହି ସମୟରେ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ଏବଂ ଝିଅ ଓଡ଼ିଆ ସିନେମାରେ ଡେବ୍ୟୁ କରି ଅଭିନୟ କରିବାକୁ ଯାଉଛନ୍ତି |

Leave a Reply

Your email address will not be published. Required fields are marked *