ନାମର ପ୍ରଥମ ଅକ୍ଷର ବ ,ବି ,ବା ,ବେ ଏବଂ ବୈ ଥିଲେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ବଦଳିଯିବ ଏବଂ ଜାଣିପାରିବେ ଆପଣଙ୍କ ରହସ୍ୟ

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ନାମ B ଆରମ୍ଭ ହୋଇ ଥାଏ ତାହେଲେ ଆସନ୍ତୁ ଜାଣିବା B ଅକ୍ଷରର ଝିଅ ଓ ପୁଅ ମାନଙ୍କ ବିଷୟରେ କିଛି ଏପରି ଲୁଚି ରହିଥିବା ରହସ୍ୟ ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଯଦି ଅପଙ୍କ ହାତ ପାପୁଲିରେ B ପକ୍ଷର ଚିହ୍ନ ଅଛି ତାହେଲେ ଏହି କଥା ଗୁଡ଼ିକ ନିହାତି ମାନେ ରଖନ୍ତୁ |

ଲୋକମାନଙ୍କ ପ୍ରକୃତି ସରଳ ହୋଇଥାଏ ଏମାନେ କାହାରି ଦୁଃଖ ସଜ୍ୟ କରି ପାରନ୍ତି ନାହିଁ ସେଥି ଏମାନଙ୍କୁ କେହିବି ସହଜରେ ବୋକା ବନାଇ କାମ ହାସଲ କରି ପାରିଥାନ୍ତି , ଏମାନେ ବହୁତ୍ ଲାଜକୂଳା ହୋଇଥାନ୍ତି ଏମାନଙ୍କ ମନ କାଚ ପରି ସଫା ହୋଇଥାଏ ଓ ଏମାନେ ଯାହାକୁ ନିଜର ଭାବି ଥାଆନ୍ତି ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ ।

ଏମାନେ ଏମାନଙ୍କ ଜୀବନରେ ବହୁତ୍ ଦୁଃଖ କଷ୍ଟର ସାମ୍ନା କରିଥାନ୍ତି ହେଲେ ଏହି ମାନେ ହିଁ ଶେଷରେ ତାଙ୍କ ଜୀବନରେ ସଫଳ ହୋଇଥାନ୍ତି ଏମାନେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବହୁତ୍ ଚିନ୍ତା କରିଥାନ୍ତି । ଏମାନେ ଏମାନଙ୍କ ବୁଦ୍ଧି ବଳରେ ବହୁତ୍ କିଛି ତାଙ୍କ ଜୀବନରେ ହାସଲ କରିବାକୁ ସକ୍ଷମ ହୋଇଥାଆନ୍ତି ।

Leave a Reply

Your email address will not be published. Required fields are marked *