ବାହାଘରର ମାତ୍ର ୪ମାସ ପରେ ବଡ଼ ଖୁସି ଖବର ଦେଲେ ତମନ୍ନା ,ପ୍ରକୃତ ସତ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ବାହାଘରର ମାତ୍ର ଚାରି ମାସ ପରେ ବହୁତ ବଡ଼ ଖୁସି ଖବର ଦେଲେ ଅଭିନେତ୍ରୀ ତମ୍ମନା ଆପଣମାନେ ଅଭିନେତ୍ରୀ ତମ୍ମନାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ନମିତା ଅଗ୍ରୱାଲଙ୍କ ଘରର ବଡ଼ ବୋହୁ ବନିଛନ୍ତି ତମ୍ମନା ଏବଂ ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ବିବାହ କରିଛନ୍ତି ବାହାଘରର ଚାରିମାସ ପରେ ବହୁତ ବଡ଼ ଖୁସି ଖବର ସେୟାର କରିଛନ୍ତି |

କଣ ରହିଛି ଖୁସିର ଖବର ଯାହା ତମ୍ମନା ନିଜ ପରିବାର ଲୋକଙ୍କ ସହିତ ସେୟାର କରିଛନ୍ତି | ଆପଣମାନେ ସମସ୍ତେ ଜାଣିଛନ୍ତି ତମ୍ମନା ନମିତା ଅଗ୍ରୱାଲଙ୍କ ଘରର ବୋହୁ ବନିଛନ୍ତି ବର୍ତ୍ତମାନ ଅନେକ ରିଆଲିଟି ସୋରେ ହଷ୍ଟିଙ୍ଗ କରୁଥିବାର ନଜର ଆସିଛନ୍ତି ତମ୍ମନା ସେ ରଜ କୁଇନରେ ଏକ ଜଜ ଭାବରେ ନଜର ଆସିଥିଲେ |

ଆଗାମୀ ଖୁବ ଶୀଘ୍ର ନମିତା ଅଗ୍ରୱାଲଙ୍କ ଘରର ବୋହୁ ତଥା ଅଭିନେତ୍ରୀ ତମ୍ମନାଙ୍କ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ସେହି ଖୁସିରେ ତମ୍ମନା ନିଜ ସ୍ୱାମୀଙ୍କ ସହିତ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି କାରଣ ଏହା ହେବ ତାଙ୍କ ବିବାହ ପରର ପ୍ରଥମ ଫିଲ୍ମ

Leave a Reply

Your email address will not be published. Required fields are marked *