ମହାପ୍ରଭୁ କଲେ କମାଲ ଦଦରା ଲୁନାରେ ଆପେ ଭରିହେଲା ପେଟ୍ରୋଲ ,ବିଶ୍ୱାସ ଲାଗୁ ନଥିଲେ ସତ ଜାଣିଲେ ଆପଣ ହାତ ଯୋଡ଼ିଦେବେ

ଦୁଇ ଦିନ ହେବ ହାଇଦ୍ରାବାଦରୁ ନିଆଳିର ବ୍ଲକ ଲୁଣି ଗା’କୁ ଆସିଛନ୍ତି ସୁରେଶ । ହାଇଦ୍ରାବାଦରେ ଗୋଟିଏ ରେଷ୍ଟୁରାଂଟରେ କ୍ୟାସିଅର ଭାବେ କାମ କରନ୍ତି ସୁରେଶ । ବହୁତ ଥର ତାଙ୍କ ସ୍ତ୍ରୀ ଫୋନ ଯୋଗେ କହିଛନ୍ତି ତୁମେ ଗାଁକୁ ଆସିଲେ ଗୁହାଳ ଘରଟା ଆଗ ବାଗେଇବ । ବର୍ଷା ଦିନେ ଗାଇ ଗୋରୁଙ୍କ ସ୍ଥିତି ଜମା ଦେଖୂ ହେଉନି । ସୁରେଶ ବି ସ୍ତ୍ରୀଙ୍କ କଥାକୁ ସ୍ଵିକାର ଜଣାଇ ନିଷ୍ପତି ନେଇଥିଲେ । ଗାଁକୁ ଆସି ଗୁହାଳ ଘରଟା କାମ କରେଇଦେବାକୁ । ହେଲେ ବାପାଙ୍କ ଅସମହମତି ବେଶୀ ବିବ୍ରତ କଲା ।

ତେଣୁ ଲୁନା ଧରି ବାହାରି ପଡିଛନ୍ତି ପୁରୀ ଅଭିମୁଖେ କଳା ଠାକୁରଙ୍କୁ ଦରଶନ କରି ସବୁ ଦୁଃଖ କଥା ଜଣାଇବା ପାଇଁ ଗାଡ଼ିରେ ଦେଖିଲେ ପେଟ୍ରୋଲ କମ୍ ଅଛି ମନେ ମନେ ଭାବିଲେ ଆଗ ଛକରେ ତେଲ ପକାଇ ଦେବେ ହେଲେ ଆଗ ଛକରେ ମଧ୍ୟ ପେଟ୍ରୋଲ ନଥିଲା ସେ ମନେ ମନେ ଜଗନ୍ନାଥଙ୍କୁ ଡାକୁଥିଲେ ବହୁତ୍ ଖୋଜିବା ପରେ ପେଟ୍ରୋଲ ଓ ମୋବିଲ ପକାଇଲେ ବାହାରିଲେ |

ପୁରୀ ସମୁଦ୍ରରେ ତାଙ୍କ ସାଙ୍ଗ ବାବୁଲ ଙ୍କୁ ଫୋନ୍ କଲେ ଓ ତାଙ୍କୁ ଦେଖା କଲେ ସେତେବେଳକୁ ସମୟ ୧. ୩୦ ତାଙ୍କ ସାଙ୍ଗ କହିଲେ ଏବେ ମନ୍ଦିର ଯାଅନାହିଁ ୨.୩୦ ବେଳକୁ ଭୋଗ ଲାଗି ସାରିଥିବା ଯାଇ ଦରଶନ କରି ପ୍ରସାଦ ଖାଇବୁ ହେଲେ ଯେତେବେଳେ ମଦୀରାକୁ ବାହାରିଲେ ଦେଖିଲେ ଗାଡିରୁ ପେଟ୍ରୋଲ ଲିକ ହେଉଛି କଣ କରିବେ କିଛି ମୁଣ୍ଡରେ ପଶିଲା ନାହିଁ |

ମନେ ମନେ କହୁଥାନ୍ତି ରେ କାଳିଆ ତୋ ଦର୍ଶନ କରିବାକୁ ଆସି ଏତେ ହଟ ହଟା ହେଲିଣି ଏବେ ତୋ ଦିଲ୍ଲୀ ଲଗାଇଦେ ତାପରେ ସେ ଲୀକ ହୋଇଥିବା ପାଇପ୍ ରେ ଖଣ୍ଡେ ରସି ବନ୍ଦୀ ଗାଡ଼ି ଷ୍ଟାର୍ଟ କଲେ ଦେଖିଲା ବେଳକୁ ଗାଡ଼ି ହୋଇଗଲା ତାପରେ ସେ ଯାଇ ଦର୍ଶନ କଲେ ଓ ପ୍ରସାଦ ଖାଇ ଘରକୁ ପଳାଇଲେ ।

Leave a Reply

Your email address will not be published. Required fields are marked *