ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ଆସିଲା ବହୁତ ବଡ଼ ଅପଡେଟ କେବେ ବାହାରିବ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳ ତାହା ସହିତ ଯେବେବି ବାହାରିବ ସର୍ବ ପ୍ରଥମେ ଆପଣ କେଉଁ ୱେବସାଇଟରେ ଦେଖି ପାରିବେ ତା ବିଷୟରେ ଆମେ ଆଜି ସମ୍ପୂର୍ଣ୍ଣ ଖବର ଦେବାକୁ ଯାଉଛୁ | ଏବେ ଏବେ ସୂଚନା ଅନୁସାରେ ଯୁକ୍ତ ଦୁଇ ପିଲାଙ୍କ ଖାତା ଦେଖା ପାଖାପାଖି ଶେଷ ହୋଇ ଆସିଲାଣି ଏବଂ CHSE ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ 80 ରୁ 90 ପ୍ରତିଶତ ଖାତା ଦେଖା ଶେଷ ହୋଇ ସାରିଛି |
ତେବେ ବାକି ରହିଥିବା ଖାତା ଦେଖା ଆସନ୍ତା କିଛି ଦିନ ଭିତରେ ଶେଷ ହୋଇଯିବ ପୂର୍ବ ସୂଚୀ ପରି ମେ 15 ତାରିକ ମଧ୍ୟରେ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ସୂଚନା ମିଳୁଛି | ଏହି ବର୍ଷ ସମୁଦାୟ 27,00,000 ଖାତା ମୂଲ୍ୟାୟନ ହୋଇଛି ପ୍ରଥମ ପର୍ଯ୍ୟାୟରେ 40 ପ୍ରତିଶତ ଖାତା ମୂଲ୍ୟାୟନ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଖାତା ଦେଖା ଚାଲିଛି |
ସୂଚନା ଯୋଗ୍ୟ ଚଳିତ ବର୍ଷ ତିନି ଲକ୍ଷ ଛୟା ଅସି ହଜାର ଦୁଇଶହ ଛୟା ଅସି ଜଣ ପିଲା ପରୀକ୍ଷା ଦେଉଛନ୍ତି | ଯେବେ ରେଜଲ୍ଟ ଆସିବ ଦୁଇଟି ୱେବସାଇଟ ଯୋଗେଁ ଆପଣ ରେଜଲ୍ଟ ଚେକ କରିପାରିବେ | CHSE .odisha .nic .in ର ଅଫିସିଆଲ ୱେବସାଇଟକୁ ଆସିବେ |
ତାପରେ ଦେଖିବେ ବ୍ଲୁ ରେଜଲ୍ଟର ଏକ ଅପ୍ସନ ଥିବ ଯେତେବେଳେ ଆପଣଙ୍କ ରେଜଲ୍ଟ ବାହାରିବ ତାହା ଆପଣଙ୍କୁ ସୋ କରିଯିବ ଏହି ୱେବସାଇଟର ନାଁ orrisa.result.nic .in ଯେତେବେଳେ ଆପଣଙ୍କ ରେଜଲ୍ଟ ବାହାରିବ ଡିଟେଲସ ଅପଡେଟ ହୋଇଯିବ ଆପଣ ନିଜ ରେଜଲ୍ଟ ଚେକ କରିପାରିବେ