ମହେଶ୍ଵେତା ରାୟଙ୍କ ଝିଅଙ୍କୁ ଆଗରୁ କେବେ ଦେଖିଛନ୍ତି କି କୌଣସି Heroine ଙ୍କ ଠାରୁ ମଧ୍ୟ କମ ନୁହଁନ୍ତି ଦେଖିଲେ ଫିଦା ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ସମସ୍ତେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଛନ୍ତି ଆଉ ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ବେଶ ପସନ୍ଦ କରୁଛନ୍ତି ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହି ଅଭିନେତ୍ରୀ ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସେମାନଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି ଏବଂ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ ବିଶେଷ କରି ଆପଣଙ୍କ ପ୍ରିୟ ଅଭିନେତ୍ରୀ ମହେଶ୍ୱତା ରାୟ ତାଙ୍କର ଝିଅ ବର୍ତ୍ତମାନ କଣ କରୁଛନ୍ତି |

କେଉଁଠାରେ ଅଛନ୍ତି କେବେ ଫିଲ୍ମରେ ଅଭିନୟ କରିବେ ପରିବାର ସହିତ ଟିକିନିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ତେବେ ନିଶ୍ଚିତ ଭାବରେ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |ଦର୍ଶକବନ୍ଧୁ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ମହେଶ୍ଵେତା ରାୟ ତାଙ୍କ ଜନ୍ମ ହୋଇଥିଲା 2 ଜୁଲାଇ 1962 ମସିହାରେ ପୁରୀ ଜିଲ୍ଲାରେ ବର୍ତ୍ତମାନ ସମୟରେ ତାଙ୍କ ବୟସ ଯାଇ ପହଁଚିଛି |

ଅଭିନେତ୍ରୀ ମହେଶ୍ଵେତା ରାୟଙ୍କ ଝିଅ ଦେଖିବାକୁ କେମିତି ତାଙ୍କ ସହିତ ଜଡ଼ିତ ଟିକିନିକ ଅପଡେଟ ଆସନ୍ତୁ ଜାଣିବା |ମହେଶ୍ଵେତା ରାୟ ନିଜ କ୍ୟାରିୟରରେ ବହୁତ ସାରା ଆୱାର୍ଡ ମଧ୍ୟ ହାସଲ କରିଛନ୍ତି ମହେଶ୍ଵେତା ରାୟଙ୍କ ଝିଅକୁ ନେଇ ସୋସିଆଲ ମେଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଥିଲା |

ତେବେ ଦେଖନ୍ତୁ ଇଏ ହେଉଛନ୍ତି ମହେଶ୍ଵେତା ରାୟଙ୍କ ଝିଅ ସେ ବର୍ତ୍ତମାନ ପାଠ ପଢୁଛନ୍ତି ଏବଂ ନିଜ କ୍ୟାରିୟର କୁ ଗଡ଼ିବାରେ ବହୁତ ବ୍ୟସ୍ତ ରହୁଛନ୍ତି ଆପଣ ନିଶ୍ଚିତ ଭାବରେ ତାଙ୍କ ଝିଅକୁ ଦେଖିବାକୁ ପାଇଲେ ତେବେ ଆପଣ ମାନଙ୍କୁ ମହେଶ୍ଵେତା ରାୟ କେମିତି ଏବଂ ତାଙ୍କ ଆକ୍ଟିଙ୍ଗ ଆପଣ ମାନଙ୍କୁ କେମିତି ଲାଗିଲା ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *