ସରିଲା ରାନୀ ପଣ୍ଡାଙ୍କ ବିବାଦ ଏବେ ଏହି ହିରୋଙ୍କୁ କରିବେ ବିବାହ ,ବାହା ଘରକୁ ନେଇ ସୁନା କିଣୁ ଥିବାର ନଜର ଆସିଲେ ଅଭିନେତ୍ରୀ ରାଣୀ

ନମସ୍କାର ଦର୍ଶକବନ୍ଧୁ ସରିଲା ବିବାଦ ଏବେ ବାହାଘର ପାଇଁ ପ୍ରସ୍ତୁତ ହେଉଛନ୍ତି ରାଣୀ ପଣ୍ଡା ତେବେ ଆପଣମାନେ ଜାଣିଥିବେ ଗତ ଦିନ ମାନଙ୍କରେ ପ୍ରେମରେ ଧୋକା ଖାଇ ରାଣୀ ପଣ୍ଡା ବହୁ ମାତ୍ରାରେ ଦୁଃଖିତ ଥିବାର ଜଣା ପଡ଼ିଥିଲେ | ସୋସିଆଲ ମେଡିଆରେ ନିଜ ଭଲ ପାଇବା ବିଷୟରେ ଜଣାଇ ଥିଲେ ଆଉ ବିକ୍ରମ ତାଙ୍କୁ ଧୋକା ଦେଇଛନ୍ତି ଆଉ ଅନ୍ୟ ଜାଗାରେ ବାହା ହେବା ପାଇଁ ଯାଉଛନ୍ତି ଏହା ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି

ହେଲେ ଏବେ ସବୁ କିଛି ସମାଧାନ ହୋଇଯିବା କଥା ଶୁଣିବାକୁ ମିଳିଛି | ରାଣୀ ପଣ୍ଡା ଏବେ ଖୁସିରେ ସୁନା ଗହଣା କିଣିବାର ନଜର ଆସିଛନ୍ତି ଏହି କଥା କେତେ ଦୂର ସତ କେତେ ଦୂର ମିଛ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ହେଲେ ରାଣୀ ପଣ୍ଡା ଖୁସି ଥିବାର ନଜର ଆସିଛନ୍ତି |ସୋସିଆଲ ମେଡିଆରେ ହସୁଥିବା ଖେଳୁଥିବାର ନଜର ଆସିଛନ୍ତି ଓଡ଼ିଆ ଅଭିନେତା ରାଣୀ ପଣ୍ଡା |

ଗତ ଦିନ ମାନଙ୍କରେ ବିକ୍ରମ ଠାରୁ ଧୋକା ଖାଇଲା ପରେ ସୋସିଆଲ ମେଡିଆରେ କାନ୍ଦି କାନ୍ଦି ଭିଡିଓ କରୁଥିଲେ ରାଣୀ ପଣ୍ଡା |ହେଲେ ଏବେ ବହୁତ ଖୁସିର ସମୟ ଦେଖିବାକୁ ମିଳିଛି |ବିକ୍ରମଙ୍କ ସହିତ 8 ବର୍ଷ ପ୍ରେମ ସମ୍ପର୍କ ରହିବା ପରେ ଗତ ଦିନ ମାନଙ୍କରେ ବିକ୍ରମ ରାଣୀ ପଣ୍ଡାଙ୍କୁ ଛାଡ଼ି ଅନ୍ୟ ଜାଗାରେ ବିବାହ କରିବାକୁ ଯାଇଥିଲେ |

ଆଉ ଏହି କାରଣରୁ ସବୁବେଳେ ଦୁଃଖରେ ରହୁଥିଲେ ରାଣୀ ପଣ୍ଡା ହେଲେ ଏବେ ସବୁ କିଛି ଜିନିଷ ଠିକ ହୋଇଯାଇଛି ବୋଲି ସୋସିଆଲ ମେଡିଆରେ ଶୁଣିବାକୁ ମିଳିଛି ଆଉ ଏହି କାରଣରୁ ନିଜ ବାହାଘର ପାଇଁ ସୁନା ଗହଣା କିଣୁଥିବାର ନଜର ଆସିଛନ୍ତି ରାଣୀ ପଣ୍ଡା ହେଲେ ଏହି କଥା କେତେ ଦୂର ସତ୍ୟ କେତେ ଦୂର ମିଛ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ |

Leave a Reply

Your email address will not be published. Required fields are marked *