ଘରେ ରହିଲେ ଏହି ୫ଟି ଜିନିଷ ସତରେ ମା ଲକ୍ଷ୍ମୀ ଘରେ ବାସ କରିବେ ,ଥରେ ନିଶ୍ଚୟ ରଖିକି ଦେଖନ୍ତୁ ସ୍ଵଂୟ ମା ଲକ୍ଷ୍ମୀ ଆସିବେ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା କେଉଁ ପାଞ୍ଚୋଟି ଜିନିଷ ବା କେଉଁ ପାଞ୍ଚୋଟି ଉପାୟ ବିଷୟରେ ଯାହାକୁ କରିବା ଦ୍ୱାରା ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିବେ ଏହି ପାଞ୍ଚୋଟି ଉପାୟ କରିବା ଦ୍ୱାରା ଆପଣଙ୍କ ପାଖରେ କେବେବି ଟଙ୍କାର ଅଭାବ ରହିବ ନାହିଁ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ମାନନ୍ତି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏମିତି ପାଞ୍ଚୋଟି ଉପାୟ ଅଛି ତା ସହିତ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଶାସ୍ତ୍ରରେ ଭିନ୍ନ ଭିନ୍ନ ଉପାୟ କୁହାଯାଇଛି ମା ଲକ୍ଷ୍ମୀଙ୍କୁ ଖୁସି କରିବାର ଅନେକ ଉପାୟ ଅଛି କିଛି ଜିନିଷ ଏମିତି ଅଛି ଯାହାକୁ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ |ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚୋଟି ଉପାୟ କଣ ଅଟେ |

ପ୍ରଥମଟି ହେଉଛି ନଡ଼ିଆ ଏହାକୁ ମା ଲକ୍ଷ୍ମୀଙ୍କ ଫଳ ମାନନ୍ତି ଏହାକୁ ବିଧି ବିଧାନରେ ପୂଜା କରି ରଙ୍ଗ କପଡ଼ାରେ ବାନ୍ଧି ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି |

ଦ୍ୱିତୀୟଟି ହେଉଛି ଶ୍ରୀଯନ୍ତ୍ର ଏହାକୁ ଧନର ବୃଦ୍ଧି ଏବଂ ଧନ ପ୍ରାପ୍ତି ପାଇଁ ପୂଜା କରା ଯାଇଥାଏ ଏହାକୁ ଘରର ପୂଜା ଘରେ ରଖିବା ଆବଶ୍ୟକ ତାହା ସହିତ ଏହାକୁ ଆପଣ ଧନ ରଖିବା ସ୍ଥାନରେ ସିନ୍ଦୁକ ବା ଆଲମାରୀରେ ରଖିଲେ ଆପଣଙ୍କର ନିଶ୍ଚିତ ଧନ ବୃଦ୍ଧି ହେବ |

ତୃତୀୟଟି ହେଉଛି ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରର ଏମିତି ଦିଗରେ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ରଖନ୍ତୁ ଯାହା ଫଳରେ ମା ଲକ୍ଷ୍ମୀ ସର୍ବଦା ଘରେ ବାସ କରିବେ ଏବଂ ଘରକୁ ଧନର ଆଗମନ ହେବ |

ଚତୁର୍ଥରେ ହେଲା ଶଙ୍ଖ ପୂଜା ସ୍ଥାନରେ ଶଙ୍ଖ ରଖିବା ଦ୍ୱାରା ମା ଲକ୍ଷ୍ମୀ ଆକର୍ଷିତ ହୋଇଥାଆନ୍ତି ଆଉ ଘରେ ଧନର ବୃଦ୍ଧି ହୋଇଥାଏ |

ପଞ୍ଚମରେ ହେଉଛି କୁବେରୁଙ୍କ ପ୍ରତିମୂର୍ତ୍ତି କିମ୍ବା କୁବେର ଯନ୍ତ୍ର ଭଗବାନ କୁବେରୁଙ୍କ ପ୍ରତିମା ଘରର ଉତ୍ତର ଦିଗରେ ରଖିବା ଦରକାର ଏମିତି କରିବା ଦ୍ୱାରା ଧନର ଆଗମନ ହୋଇଥାଏ

Leave a Reply

Your email address will not be published. Required fields are marked *