ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଯଦି ଠିକ୍ ଭାବେ ମାନି ଚାଲି ଟେନ୍ତି ତାହେଲେ ଆପଣଙ୍କ ଜୀବନରେ କେବେ ହେଲେ ଧନର ଅଭାବ ରହିବ ନାହିଁ ।
(୧) ଯେଉଁ ନାରୀ ସ୍ବାମୀଙ୍କୁ ଦେବତା ଭଳି ପୂଜା କରେ ଏବଂ ମନଜାଣି ସେବା କରେ ତାକୁ ସର୍ବଦା ଦେବାଦେବୀଙ୍କ ଆଶୀର୍ବାଦ ମିଲିଥାଏ ।
(୨) ଯେଉଁ ମହିଳାଙ୍କ ନାକ ଅଗ୍ରଭାଗରେ କଳାଜାଇ ଦେଖାଯାଏ ସେଇ ମହିଳା ସୌଭାଗ୍ୟବତୀ ହୋଇଥାଆନ୍ତି।
(୩) ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନବାନ୍ ଓ କୀର୍ତିବାନ୍ ହୁଅନ୍ତି ।
(୪) ଯେଉଁ ମହିଳାମାନଙ୍କର ନାକ ଚେପଟା ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାଆନ୍ତି ।
(୫) ଯେଉଁ ମହିଳାମାନଙ୍କର ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେହି ମହିଳାମାନେ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାଆନ୍ତି ।
(୬) ଯେଉଁ ମହିଳାଙ୍କର ପାଦରେ ଅନାମିକା ଆଙ୍ଗୁଳି ନଥାଏ ସେହି ମହିଳାମାନେ କଳିହୁଡ଼ି ହୁଅନ୍ତି ସେମାନେ ମଧ୍ଯ ସ୍ବାମୀଦ୍ରୋହୀ ହୋଇଥାନ୍ତି ।
(୭) ଯେଉଁ ମହିଳାଙ୍କର ପାଦର ମଧ୍ୟମା ଆଙ୍ଗୁଳି ଯଦି ଭୂମିରେ ଲାଗୁ ନଥାଏ ତେବେ ଜାଣିବ ଯେ ସେଇ ମହିଳାଙ୍କର ଦୁଇ ଦୁଇଟା ସ୍ବାମୀ ହେବେ ।
(୮) ଯେଉଁ ମହିଳାଙ୍କ ପାଦ ଚିକ୍କଣ, ନଖ ତମ୍ବାରଙ୍ଗ ପରି ତଳି ପାଦରେ ମାଛ ଆଙ୍କୁଶ ଓ ଚକ୍ରଚିହ୍ନ ଥାଏ ସେମାନେ ସାକ୍ଷାତ ଲକ୍ଷୀ ହୋଇଥାଆନ୍ତି ।
(୯) ଯେଉଁ ମହିଳାଙ୍କର କାଣି ଆଙ୍ଗୁଠି ଭୂଇଁରେ ଲାଗେ ନାହିଁ ସେହି ମହିଳା ପ୍ରଥମ ବିବାହିତ ସ୍ବାମୀଙ୍କୁ ବିନାଶ କରେ ।
(୧୦) ଯେଉଁ ମହିଳାଙ୍କ ଗୋଇଠି ଓ ପାଦ ଅଳ୍ପ ଉଚ୍ଚ ଥାଏ ଓ ପାଦ ତଳେ ଚକ୍ର, ମାଛ ଓ ପଦ୍ମ ଓ ଲଙ୍ଗଳ ଚିହ୍ନ ଥାଏ ସେହି ମହିଳାମାନେ ରାଜପନ୍ଥୀ ହୋଇଥାଆନ୍ତି ।