ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଚାବି ଆଉ ଜାଣନ୍ତୁ ଆପଣ ଭବିଷ୍ୟତରେ ଭାଗ୍ୟଶାଳୀ ବ୍ୟକ୍ତି ହେବେ କି ନାହିଁ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଯେଉଁଥିରେ ଆପଣ ଏହି ଦୁଇଟି ଚାବିରୁ ଯେକୌଣସି ଗୋଟିଏ ଚାବିକୁ ବାଛିବାର ଅଛି ଆମେ ଆପଣଙ୍କୁ କହିବୁ କେଉଁ ଚାବିର କଣ ଅର୍ଥ ହୋଇଥାଏ ଦେଖନ୍ତୁ ପ୍ରଥମେ ଗୋଟିଏ ଚାବିକୁ ଚଏସ କରିବେ ଓ ତାପରେ ନିଜର ଉତ୍ତର ଜାଣିବାକୁ ଚେଷ୍ଟା କରିବେ |ତେବେ ଆସନ୍ତୁ ଆରମ୍ଭ କରିବା ଦେଖନ୍ତୁ ଏହି ଚାବି ଆପଣ ଦେଖୁଛନ୍ତି ଏଥି ମଧ୍ୟରୁ ଆପଣଙ୍କୁ ସାବଧାନର ଗୋଟିଏ ଚାବିକୁ ବାଛିବାର ଅଛି କଣ ଆପଣ ଚାବିଟିଏ ବାଛି ନେଲେ ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ କେଉଁ ଚାବିର ଅର୍ଥ କଣ ଅଟେ ଓ କେଉଁ ଚାବି ଆପଣଙ୍କ ବିଷୟରେ କଣ କହିଥାଏ |

ପ୍ରଥମ ଚାବି -ଆପଣ ଯଦି ପ୍ରଥମ ଚାବିଟିକୁ ବାଛିଛନ୍ତି ଏହାର ଅର୍ଥ ଅଟେ ଆପଣ ବହୁତ ସାଧା ଏବଂ ବିନା କାରୁ କାର୍ଯ୍ୟ ଥିବା ଚାବିଟିକୁ ବାଛିଛନ୍ତି ଓ ବିନା କାରୁ କାର୍ଯ୍ୟ କରୁଥିବା ଚାବିଟି ବହୁତ ଇଫେକ୍ଟିଭ ଅଟେ କୌଣସି ଡୋରକୁ ଓପନ କରିବା ପାଇଁ ଏହାର ଅର୍ଥ ଅଟେ ଆପଣ ବହୁତ ବୁଦ୍ଧିମତ ବିବେକ ସମ୍ପନ୍ନ ବ୍ୟକ୍ତି ଅଟନ୍ତି କିନ୍ତୁ ପ୍ରାୟତଃ ଆପଣ ନିଜକୁ ଦୁର୍ବଳ ଏବଂ ଲାଜକୁଳା ଅନୁଭବ କରୁଛନ୍ତି ଆପଣଙ୍କର ସମାଜରେ ମାନ ପ୍ରତିଷ୍ଠାର ଅଭାବ ରହିନଥାଏ |

ଦ୍ୱିତୀୟ ଚାବି ଯଦି ଆପଣ ଏହି ଚାବିଟିକୁ ବାଛିଛନ୍ତି ତ ଏହାର ଅର୍ଥ ଆପଣ ଏପରି ଚାବିକୁ ବାଛିଛନ୍ତି ଯିଏ କି ଅତ୍ୟଧିକ କାରୁକାର୍ଯ୍ୟ ପୂର୍ଣ୍ଣ ଚାବିଟିଏ ଯାହାର ଅର୍ଥ ଆପଣଙ୍କ ଠାରେ ଆଶ୍ଚର୍ଯ୍ୟ ଜନକ ବ୍ୟକ୍ତିତ୍ୱ ରହିଛି ଆପଣ ଦେଖିବାକୁ ଖୁବ ଆକର୍ଷକ ଏବଂ ଶକ୍ତିଶାଳୀ ହୋଇଥାଆନ୍ତି ନୂଆ ନୂଆ କାର୍ଯ୍ୟ କରୁଥିବା ଦକ୍ଷ ଆପଣଙ୍କ ସକରାତ୍ମକ ଭାବନାରେ ପରିପୂର୍ଣ୍ଣ ଆପଣ ପ୍ରତ୍ୟକ ବସ୍ତୁ ପ୍ରାପ୍ତ କରିଥାଆନ୍ତି ଯାହାର ଆପଣ ଇଛା ରଖିଥାଆନ୍ତି ଆପଣ କାହା ଉପରେ ନିର୍ଭରଶୀଳ ମଧ୍ୟ ରହିନଥାନ୍ତି |

ତୃତୀୟ ଚାବି ଆପଣ ଯଦି ତିନି ନମ୍ବର ଚାବିଟିକୁ ବାଛିଛନ୍ତି ଯାହାବି ବହୁତ କମ ପରିମାଣରେ ମିଳିଥାଏ କୋଚିତ ଦେଖିବାକୁ ମିଳିଥାଏ ତ ଏହାର ଅର୍ଥ ଆପଣ ବହୁତ ସଚୋଟ ଏବଂ ନିଜ ଉପରେ ଭରସା ରଖୁଥିବା ବ୍ୟକ୍ତି ଅଟନ୍ତି ଚିନ୍ତା କରନ୍ତୁ ଆପଣ ସମସ୍ତଙ୍କ ଠାରୁ ଅଲଗା ଯାହାକି ପ୍ରାୟତଃ ଦେଖିବାକୁ ମିଳିନଥାଏ ଏପରି ଚାବି କାହିଁକି ସିଲେକ୍ଟ କରିଥାଆନ୍ତି |ଆପଣ ସଠିକ ନିର୍ଣ୍ଣୟ ନେବା ଭଳି ଏବଂ ଭିନ୍ନ ପ୍ରକାର ଆଇଡିଆ ଥିବା ଭଳି ବ୍ୟକ୍ତି ଅଟନ୍ତି |

ଆପଣ ଯଦି ଚତୁର୍ଥ ଚାବିଟିକୁ ବାଛିଛନ୍ତି ଏହାର ଅର୍ଥ ବିଶେଷ ସରଳ ଏବଂ କାରୁ କାର୍ଯ୍ୟ ଥିବା ଚାବିଟିଏ ଏହାର ଅର୍ଥ ଆପଣ କୌଣସି ସମସ୍ୟା ଭିତରକୁ ଯିବା ପାଇଁ ପସନ୍ଦ କରନ୍ତି ନାହିଁ ଓ ସର୍ବଦା ଖୁସି ମନରେ ରହୁଥିବା ବ୍ୟକ୍ତି ହୋଇଥାଆନ୍ତି ଏବଂ ସୌଖିନ ପ୍ରିୟ ମଧ୍ୟ ହୋଇଥାଆନ୍ତି |ଆପଣ ପ୍ରତ୍ୟକ କ୍ଷେତ୍ରରେ ତାର ପଯେଟିଭ ଦିଗକୁ ମଧ୍ୟ ଦେଖିଥାଆନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ସର୍ବଦା ସାବଧାନ ରହିବାର ଆବଶ୍ୟକତା ଅଛି ଯେକୌଣସି ବ୍ୟକ୍ତିକୁ ସହଜରେ ବିଶ୍ୱାସ କରିବା କାରଣରୁ ଆପଣ କୌଣସି ସମସ୍ୟାର ସମୁଖୀନ ହୋଇଥାଆନ୍ତି |

ଯଦି ଆପଣ ପାଞ୍ଚ ନମ୍ବର ଚାବିଟିକୁ ବାଛିଛନ୍ତି ତେବେ ଆପଣ ସବୁବେଳେ ନିଜ ବୁଦ୍ଧି ଲାଗାଇକି କାମ କରନ୍ତି ଆପଣ ସବୁ ବେଳେ ନିଜ କାମ ଓ ନିଜ ଭିତରେ କାହାକୁ ଆସିବା ପାଇଁ ଦିଅନ୍ତି ନାହିଁ । ଆପଣ ବହୁତ ଜିଦି ସ୍ୱଭାବର ହୋଇଥାଆନ୍ତି ଏହା ହିଁ ଆପଣଙ୍କୁ ସଫଳତା ଆଡ଼କୁ ନେଇ ଯାଇଥାଏ ଆପଣଙ୍କ ଧନ ମାନ ପ୍ରତିଷ୍ଠାର ଅଭାବ ରହିନଥାଏ କିନ୍ତୁ ଗୋଟିଏ କଥା ଆପଣ ଅନ୍ୟମାନଙ୍କ ଠାରୁ ନିଜକୁ କମ ଭାବରେ ମାପି ଥାଆନ୍ତି |ଆପଣଙ୍କ ବିଷୟରେ କେହିବି ସହଜରେ କିଛି ଜାଣି ପାରିନଥାନ୍ତି

ଆପଣ ଯଦି ଛଅ ନମ୍ବର ଚାବିଟିକୁ ବାଛିଛନ୍ତି ତେବେ ଆପଣ ସବୁ ବେଳେ ନିଜ ମନ ଇଚ୍ଛା କାମ କରିଥାଆନ୍ତି । ଆପଣ ନିଜ କାମ ପାଇଁ କାହାକୁ ବି କିଛି କହିବାକୁ ପସନ୍ଦ କରନ୍ତି ନାହିଁ କି ଆପଣଙ୍କୁ କାହାକୁ ସାହାଯ୍ୟ ମାଗିବା ଭଲ ଲାଗେନି ଆପଣ ସବୁ ବ୍ୟକ୍ତି ମାନଙ୍କ ଠାରୁ ଅଲଗା ବ୍ୟକ୍ତିତ୍ବର ଅଟନ୍ତି ।ଆପଣ ପ୍ରତ୍ୟକ କାର୍ଯ୍ୟକୁ ଧ୍ୟାନର ସହ ସଠିକ ଭାବରେ କରିବାକୁ ପସନ୍ଦ କରିଥାଆନ୍ତି ଆପଣ ବହୁତ ସଚୋଟ ଏବଂ ବିଶ୍ୱାସୀ ହୋଇଥାଆନ୍ତି ଓ ଅନ୍ୟମାନଙ୍କ ଠାରୁ ଏପରି ହେବାର ଆଶା ରଖିଥାଆନ୍ତି |

Leave a Reply

Your email address will not be published. Required fields are marked *