ଓଡ଼ିଆ Hero ଏବଂ ହିରୋଇନ ମାନେ ଯେଉଁ ମାନେ ସ୍ଵାମୀ ମାନଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଛନ୍ତି ,ସବୁଠୁ ପ୍ରଥମେ ଅଛନ୍ତି ଏହି ହିରୋ

ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି ସାରା କଳାକାର ଅଛନ୍ତି ଯେଉଁ ମାନେ ବିବାହ ପରେ ଛାଡ଼ପତ୍ର ଦେଇଛନ୍ତି ତେବେ ଆଜି ଆମେ ଏହିଭଳି କିଛି ଓଡ଼ିଆ ହିରୋଇନ ମାନଙ୍କ ବିଷୟରେ ଜାଣିବା ତେଣୁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଆମ ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ଉଷସୀ ମିଶ୍ର ଆପଣମାନେ ଉଷସୀ ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ବହୁତ ସାରା ସିନେମା ଏବଂ ସିରିଏଲରେ ସେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ସେ 2009 ମସିହାରେ ବିବାହ କରିଥିଲେ ଏବଂ 2019 ରେ ତାଙ୍କ ଛାଡ଼ପତ୍ର ହୋଇଥିଲା |

ଏହା ଦ୍ୱିତୀୟ ନମ୍ବରରେ ଆସୁଛନ୍ତି ପ୍ରିୟ ଚୌଧୁରୀ ପ୍ରିୟ 2013 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ 2017 ମସିହାରେ ତାଙ୍କର ଡିଭୋର୍ସ ହୋଇଥିଲା ଆଉ ଏହା ପରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଫୋଟଗ୍ରାଫରଙ୍କୁ ବିବାହ କରିଥିଲେ |

ଏହା ପରେ ତୃତୀୟ ନମ୍ବରରେ ଆସୁଛନ୍ତି ଅନୁଚୌଧୁରୀ ଅନୁ 2006 ମସିହାରେ ବିବାହ କରିଥିଲେ ଆଉ 2012 ମସିହାରେ ତାଙ୍କର ଡିଭୋର୍ସ ହୋଇଥିଲା ଡିଭୋର୍ସ ପରେ ସେ ଏକୁଟିଆ ଭୁବନେଶ୍ୱରରେ ରହୁଛନ୍ତି |

ଏହା ପରେ ଚତୁର୍ଥ ନମ୍ବରରେ ଆସୁଛନ୍ତି ସିଦ୍ଧାନ୍ତ ଏବଂ ରଚନା ବାନାର୍ଜୀ 2003 ମସିହାରେ ସିଦ୍ଧାନ୍ତ ରଚନାଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା ଆଉ 2004 ମସିହାରେ ତାଙ୍କର ଡିଭୋର୍ସ ହେବା ପରେ ସେ ମାମା ମିଶ୍ରଙ୍କୁ ବିବାହ କରିଥିଲେ |

ଏହା ପରେ ପଞ୍ଚମ ନମ୍ବରରେ ଆସୁଛନ୍ତି ଚନ୍ଦନ ଅଭିନେତା ଚନ୍ଦନ ପ୍ରଥମେ ଏହି ଝିଅକୁ ବିବାହ କରିଥିଲେ ଦୁହେଁଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ସେ ବିବାହ ବିଚ୍ଛେଦ କରି ନେଇଥିଲେ ଆଉ ଏହା ପରେ ଚନ୍ଦନ ବର୍ତ୍ତମାନ ଦ୍ୱିତୀୟ ବିବାହ କରି ନେଇଛନ୍ତି |

ଏହା ପରେ ଷଷ୍ଠ ନମ୍ବରରେ ଆସୁଛନ୍ତି ସବ୍ୟସଚୀ ଏବଂ ସୀମା ପିଲା ବେଳର ସାଙ୍ଗ ସୀମାକୁ ବିବାହ କରିଥିଲେ ସବ୍ୟସଚୀ କିନ୍ତୁ ତାଙ୍କ ଯୋଡ଼ି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ପାରିନଥିଲା ଏବେ ସବ୍ୟସଚି ଅର୍ଚ୍ଚିତାଙ୍କୁ ଦ୍ୱିତୀୟ ବିବାହ କରି ନେଇଛନ୍ତି

ଏହା ପରେ ସପ୍ତମ ନମ୍ବରରେ ଆସୁଛନ୍ତି କୋଏଲ ବାନାର୍ଜୀ ଆପଣମାନେ ଏହି ଅଭିନେତ୍ରୀ ବେଶ ଭାବରେ ଜାଣିଥିବେ କୋଏଲ ସୁଟିଙ୍ଗ ସେଟରୁ ଭଲ ପାଇଁ ବବି ମିଶ୍ରଙ୍କୁ ବିବାହ କରିଥିଲେ ଦୁହେଁଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ା ହେତୁ କୋଏଲ ବାନାର୍ଜୀ ଜଣେ ବଙ୍ଗାଳି ହିରୋଙ୍କୁ ଦ୍ୱିତୀୟ ବିବାହ କରି ନେଇଛନ୍ତି ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି

Leave a Reply

Your email address will not be published. Required fields are marked *