ସପ୍ତାହରେ ୨ଥର ପିଅନ୍ତୁ ଗ୍ୟାସ ମୂଳରୁ ଶେଷ ହୋଇଯିବ କେବେ ବି ରହିବ ନାହିଁ ପେଟ ଜନିତ ସମସ୍ୟା ଥରେ କରିକି ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ମାତ୍ର ୨ ଥର ସପ୍ତାହରେ ସେବନ ଦ୍ଵାରା ଆପଣଙ୍କ ବର୍ଷ ବର୍ଷ ପୁରୁଣା ଗ୍ୟାସ୍ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ। ଦର୍ଶକ ବନ୍ଧୁ ଆଜିର ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣମାନକୁ ଆବଶ୍ୟକତା ପଡ଼ିବ |

କିଛି କତା ଲେମ୍ବୁ କିଛି ଛୋଟ ଖଣ୍ଡ ଅଦା ଓ ଶେଷରେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ପୋଦିନା ପତ୍ର । ପ୍ରଥମେ ଆପଣ ଏକ କାଚ ଗ୍ଲାସ୍ ମଧ୍ୟରେ କାଟି ରଖିଥିବା ଲେମ୍ବୁ ପକାନ୍ତୁ ତାପରେ ଏବେ ଦୁଇ ତିନି ଖଣ୍ଡ କଟା ଅଦା ପକାନ୍ତୁ ଏବେ ଆପଣ ଏହି ଗ୍ଲାସ୍ ମଧ୍ୟରେ କିଛି ପୁଦିନା ପତ୍ର ପକାନ୍ତୁ |

ଏବେ ଆପଣ ଏହି ଗ୍ଲାସ୍ ମଧ୍ୟରେ ପାଣି ରକ୍ଷୀ ଏହାକୁ ଏହାକୁ ଚାରି ଘଣ୍ଟା ଯାଏ ରଖି ଦିଅନ୍ତୁ । ଦେଖିବେ ୪ ଘଣ୍ଟା ପରେ ପାଣିର ରଙ୍ଗ ବଦଳି ଯିବ ଏହା ପରେ ଆପଣ ଏହାର ସେବନ କରନ୍ତୁ ସପ୍ତାହରେ ମାତ୍ର ୨ ଥର ସେବନ କରିବା ଦ୍ୱାରା ଆପଣଙ୍କ ପୁରୁଣା ରୁ ପୁରୁଣା ଗ୍ୟାସ୍ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *