ଏଥର ବିଶ୍ୱକପ ଦଳରେ ମିଳିବନି ନୂଆ ଖେଳାଳିଙ୍କୁ ସ୍ଥାନ, ଅଗରକର କରିଛନ୍ତି ନୂଆ ପ୍ଲାନ ଏହି ଖେଳାଳି ମାନେ ହୋଇପାରନ୍ତି ବାଦ

T20 ବିଶ୍ଵ କପ୍ ରେ ଦେଖିବାକୁ ମିଳିବ ନାହିଁ ନୂଆ ଚେହେରା କଣ କେହି ନୂଆ ଖେଳାଳି ମାନେ ଏଥର ବିଶ୍ଵ କପ୍ ରେ ଖେଳିବେ ନାହିଁ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଦର୍ଶକ ବନ୍ଧୁ ଅଶାନ୍ତ ବିଶ୍ଵ କପ୍ ଲାଗି ସବୁଦେଶ ଟିମ୍ ଖୋଷଣା କରିସାରିଛନ୍ତି ହେଲେ ଭାରତ ଏବେ ଯାଏ ଘୋଷଣା କରି ନାହିଁ |

ବିଶ୍ଵ କପ୍ ପାଇଁ ଟିମ୍ ଘୋଷଣର ଶେଷ ତାରିଖ ମେ ମାସ ୧ ତାରିଖ ହୋଇଥିବା ବେଳେ ଏହି କ୍ରମରେ BCCI ମଧ୍ୟ ପାଖାପାଖି ତାଲିକା ପ୍ରସ୍ତୁତ କରିସାରିଲାଣି BCCI ତରଫରୁ ସୂଚନା ମିଳିଛି ଯେ ଏତାହର ଭାରତୀୟ ଟିମ୍ ରେ ବିଶେଷ କିଛି ପରିବର୍ତ୍ତନ କରିବ ନାହିଁ ଦଳରେ କୌଣସି ନୂତନ ଚେହେରାକୁ ସ୍ଥାନ ମିଳିବ ନାହିଁ ବୋଲି ସୂଚନା ମିଳିଛି।

୧୫ ଜଣିଆ ଟିମ୍ ସହିତ ୫ ଜଣ ଖେଳାଇ ଷ୍ଟାଣ୍ଡ ବାୟ ହୋଇଯିବେ BCCI ଚଳିତ ମାସର ଶେଷ ବା ମେ ୧ ତାରିଖ ଦିନ ଦଳର ତାଲିକା ପ୍ରଦାନ କରିବ ବୋଲି ସୂଚନା ମିଳିଛି ବିଶ୍ୱକପ୍ ପାଇଁ ଭାରତର ସମ୍ଭାବିତ ୨୦ ଜଣିଆ ଟିମ୍ ।

Leave a Reply

Your email address will not be published. Required fields are marked *