ପିଏମ ସୂର୍ଯ୍ୟଘର ଯୋଜନାକୁ ନେଇ ଆସିଲ ବଡ଼ ଖବର ,ଏହି ମାନଙ୍କୁ ମିଳିବ ଫ୍ରି ସୋଲାର ଜାଣନ୍ତୁ ଆବେଦନ କରିଥିଲେ କିପରି ପାଇବେ

ନମସ୍କାର ଦର୍ଶକବନ୍ଧୁ ମାଗଣା ସୋଲାର କେବେ ମିଳିବ ଏନେଇ ବଡ଼ ଅପଡେଟ ସାମ୍ନାକୁ ଆସିଲା ଆପଣମାନେ ଜାଣିଛନ୍ତି କେନ୍ଦ୍ର ସରକାରଙ୍କ ତରଫରୁ ପିଏମ ସୂରିଆ ଘର ଯୋଜନା ମଧ୍ୟ ଆସିଛି ଯେଉଁଥିରେ ମୁଫ୍ତ ବିଜୁଳି ଯୋଜନା ଆପଣମାନେ ଜାଣିଥିବେ ବହୁତ ସାରା ଲୋକ ଆବେଦନ ମଧ୍ୟ କରିଥିବେ ସରକାରଙ୍କ ତରଫରୁ ଯେଉଁ ସୋଲାର ମିଳିବ ସେଥିରେ ସବ୍ସିଡି ମିଳିବ ଆପଣମାନେ କମ ଟଙ୍କାରେ ମଧ୍ୟ ଫ୍ରି ସୋଲାର ପାଇପାରିବେ ଯାହା ସବୁ ଆଡ଼େ ଏବେ ଚାଲିଛି କିନ୍ତୁ ଏହା ଫ୍ରି ନୁହେଁ ଆପଣଙ୍କୁ କିଛି ସବ୍ସିଡି ମିଳିବ ଯାହା ବିଷୟରେ ଜାଣିବା ଖବରଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |

ଆପଣ ଯଦି ଆବେଦନ କରିଛନ୍ତି ଟୁକନ ଡାଉନଲୋଡ କରିବେ ଯେଉଁଟା କି କେତେ ଟଙ୍କା ଆପଣଙ୍କୁ ସବ୍ସିଡି ମିଳିବ ଆପଣ ଏମିତି ମଧ୍ୟ ଚେକ କରିପାରିବେ |ଏହା ଛଡ଼ା ଆପଣ ଯଦି ଆବେଦନ ମଧ୍ୟ କରିଛନ୍ତି କେବେ ସୁଦ୍ଧା ମଧ୍ୟ ଆପଣଙ୍କୁ ସୋଲାର ମିଳିପାରିବ ଏହା ଆପଣ କେମିତି ଜାଣିବେ ଦେଖନ୍ତୁ ପ୍ରଥମେ ଆପଣ pmsurjya .gov .in ଯାହାର ୱେବସାଇଟ ଆମେ ଆପଣଙ୍କୁ ଦେଇଦେବୁ ଆପଣ ଚାହିଁଲେ ଚେକ କରିପାରିବେ |

ଉପରେ ଲେଖା ଥିବା ଆପଲାଏ ଫର ରାଫ୍ଟ ସୋଲାର ଆପଣ ତା ଉପରେ କ୍ଲିକ କରିବେ ଦୁଇଟି ଅପ୍ସନ ଆସିବ ରେଜିଷ୍ଟ୍ରେସନ ହିୟର ଏବଂ ଲଗ ଇନ ହିୟର ଆପଣ ଲଗ ଇନରେ କ୍ଲିକ କରିବେ ଆପଣ ଯେଉଁ ମୋବାଇଲ ନମ୍ବର ଜରିଆରେ ଏଥିରେ ରେଜିଷ୍ଟ୍ରେସନ କରିଥିବେ ମୋବାଇଲ ନମ୍ବର ଦେବେ କ୍ୟାପଚା ଦେଇ ଏଥିରେ କ୍ଲିକ କରିବେ ଆପଣ ଯଦି ଆବେଦନ କରିଥିବେ ଲେଖା ଥିବ ରୁଫ୍ଟ ଫର ସୋଲାର

ଆପଣଙ୍କର ସବୁ ଡିଟେଲସ ପଳେଇ ଆସିବ ସାଇଡରେ ଆପଣ କେଉଁ ଡେଟରେ ଆବେଦନ କରିଥିଲେ ସେହି ଡେଟ ଆପଣଙ୍କ ସୋ କରିବ ତାପରେ ଯେଉଁ ପ୍ରୋସେସରେ ଆପରୁଭ ହେବ ତାହା ମଧ୍ୟ ଗୋଟି ଗୋଟି ଷ୍ଟେପ ଦେଖାଇବ ତେବେ ଏହି ପ୍ରୋସେସରେ ଚେକ କରି ଦିଅନ୍ତୁ ଆପଣ ଜାଣିପାରିବେ କେବେ ସୁଦ୍ଧା ଆପଣଙ୍କୁ ମିଳି ପାରିବ ଆଉ କେତେଟା ଷ୍ଟେପ ଆପଣଙ୍କର କମ୍ପ୍ଲିଟି ହେଲାଣି |

Leave a Reply

Your email address will not be published. Required fields are marked *