ପ୍ରଥମ ଥର ଦେଖନ୍ତୁ ଜୟରାମ ସାମଲଙ୍କ ଝିଅ ,ଦେଖିବାକୁ କେତେ ସୁନ୍ଦର କୌଣସି ହିରୋଇନଙ୍କ ଠାରୁ ମଧ୍ୟ କମ ନୁହଁନ୍ତି

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ସମସ୍ତେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଓଡ଼ିଆ ଫିଲ୍ମରେ କମେଡୀକୁ ବେଶ ପସନ୍ଦ କରୁଥିବେ ହେଲେ କେବେବି ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହି କମେଡିଆନ ମାନଙ୍କ ରିଏଲ ଲାଇଫ ବିଷୟରେ |ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରିୟ କେମେଡିଆନ ଜୟ ରାମ ସାମଲ ତାଙ୍କ ଘର ,ପରିବାର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ |ତାଙ୍କ ଝିଅ ଏବେ କଣ କରୁଛନ୍ତି କିଭଳି ଦେଖା ଯାଉଛନ୍ତି କେବେ ଫିଲ୍ମରେ ଅଭିନୟ କରିବେ ତେବେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଓଲିଉଡ଼ କମେଡିଆନ ଜୟ ରାମ ମହଙ୍ଗା ଠାରେ ଜୟ ରାମ ସାମଲଙ୍କ ଜନ୍ମ ବର୍ତ୍ତମାନ ସମୟରେ ତାଙ୍କ ବୟସ ଯାଇ ପହଁଚିଛି 77 ବର୍ଷରେ ଜୟ ପାଖାପାଖି 100 ରୁ ଅଧିକ ଚଳଚ୍ଚିତ୍ରରେ କାମ ସାରିଛନ୍ତି |1975 ମସିହାରେ ଜୟରାମ ସାମଲଙ୍କ ପ୍ରଥମ ଫିଲ୍ମ ଯାଯାବର ଯେଉଁ ଫିଲ୍ମ ଦର୍ଶକ ମାନଙ୍କୁ ବେଶ ପସନ୍ଦ କରିଥିଲେ |

ତାଙ୍କ ଏହି ପ୍ରଥମ ଫିଲ୍ମ ତାଙ୍କୁ ନୂଆ ଅନୁଭୂତି ଦେଇଥିଲା ଏବଂ ଦର୍ଶକମାନଙ୍କ ମନରେ ସ୍ଥାନ ତିଆରି ହେବାରେ ସଫଳ ହୋଇଥିଲେ ସେ ଲବେ ଦଶକର ଅଭିନୟ କରୁଥିଲେ ଏବଂ ତାଙ୍କ ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରୁଥିଲେ |ପିଲାଟି ବେଳରୁ ଜୟରାମ ସାମଲଙ୍କ ଅଭିନୟ ପ୍ରତି ବେଶ ରୁଚି ଥିଲା |

ପାଠ ପଢ଼ା ସହ ସେ ଆକ୍ଟିଙ୍ଗ ଶିଖିବା ଆରମ୍ଭ କରିଥିଲେ ସେ ସମୟରେ ସେ ସ୍କୁଲ ଟାଇମରୁ ଡ୍ରାମାରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ ଏବଂ ସେହି ସମୟରେ ଦର୍ଶକମାନଙ୍କୁ ତାଙ୍କ କମେଡି ବେଶ ପସନ୍ଦ ଆସୁଥିଲା |ତେବେ ଜାୟରାମ ସାମଲଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ପୁଅ ଏବଂ ଝିଅ ଯାହାଙ୍କୁ ଆପଣ ଏହି ଫୋଟରେ ଦେଖିବାକୁ ପାଇଥିବେ |

Leave a Reply

Your email address will not be published. Required fields are marked *