କୋହିନୂର୍ ହିରା ଫେରାଇବା ପାଇଁ ଇଂଲଣ୍ଡରେ ଉଠିଲା ଦାବି ପ୍ରଭୁ ଜଗନ୍ନାଥଙ୍କ ପାଖକୁ ପୁରୀ ଫେରିଆସିବ କୋହିନୂର୍ ହିରା ଜଗନ୍ନାଥଙ୍କ ସମ୍ପତି ଲୁଟି ନେଇଯାଇଥିଲେ ଇଂରେଜ ଜାତି ଏତେ ମୂଲ୍ୟବାନ କୋହିନୂର୍ ହିରା କିଣି ହୋଇଯିବ ବିଶ୍ଵ ବ୍ରହ୍ମାଣ୍ଡ । ଓଡ଼ିଶାକୁ ଅତି ଶୀଘ୍ର ଯାଉଛି ମିଳିବାକୁ ଖୁସି ଖବର କେବଳ ଓଡ଼ିଶା ନୁହଁ ସାରା ଭାରତ ବର୍ଷ ପାଇଁ ଏହାକୁ ବହୁତ୍ ବଡ଼ ଖୁସି ଖବର କାରଣ ମହା ପ୍ରଭୁ ଜଗନ୍ନାଥଙ୍କ ଫେରି ଆସିବାକୁ ଯାଉଛି |
କୋହିନୂର୍ କୁ ପଞ୍ଜାବର ରାଜା ରଞ୍ଜିତ ସିଂ ଜଗନ୍ନାଥଙ୍କୁ ଭେଟି ଦେବ ପାଇଁ ଲେଖି ଦେଇ ଯାଇଥିଲେ ଆଉ ଚାଳନା କରି ଭାରତ ଉପରେ ଶାସନ ଚଳାଇଥିବା ଇଂରେଜ ସରକାର ସେହି କୋହିନୂର୍ କୁ ନିଜ ଦେଶକୁ ନେଇ ତାଙ୍କ ରାଣୀ ମାନଙ୍କ ମୁକୁଟରେ ଲଗାଇଥିଲେ କିନ୍ତୁ ଏବେ ରାଣୀ ଏଲିଯା ବେଥ୍ ଙ୍କ ମୃ-ତ୍ୟୁ ପରେ ଭାରତ ସରକାର କୋହିନୂ ଫେରାଇ ଆଣିବାରେ ନିଷ୍ପତି ନେଇ ସାରିଲେଣି |
ଏହି ହିରା ହେଉଛି ସରବିଶ୍ଵ ବ୍ରହ୍ମାଣ୍ଡର ସବୁ ଠାରୁ ମୂଲ୍ୟ ବାନ ହିରା ଆଉ ଏତେ ମୂଲ୍ୟବାନ ଯେ ଏହା ଦ୍ବର ଆପଣ ଏକ ଦେଶ ମଧ୍ୟ କିଣି ପାରିବେ ସେପଟେ ଭାରତ ସରକାର ମଧ୍ୟ କୋହିନୂର୍ କୁ ଆଣିବାକୁ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ।
ତେବେ ନିକଟରେ ବ୍ରିଟେନର ନୂଆ ରାଜା ବାବେ ପାଦ ସମଲୁଛନ୍ତି କିଙ୍ଗ ଚାଲ୍ସ ତୃତୀୟ କୋହିନୂର୍ ୧୮୪୯ ମାଶିଆ ଠାରୁ ବ୍ରିଟେନ ରାଜ୍ୟ ପରିବାରକୁ ଆସିଥିଲା ପ୍ରଥେମେ ଏହାକୁ ରାନୀ ଭିକ୍ଟୋରିଆ କୋହିନୂର୍ ହିରାକୁ ନିଜ ମୁଣ୍ଡରେ ମୁକୁଟ ଭାବେ ପରିଧାନ କରିଥିଲେ ।